ସାରା ବିଶ୍ୱ ଦେଖିବ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର। ମର୍ଯ୍ୟାଦାଜନକ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନ ପାଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ୱାହା’। ପିଢ଼ି ପିଢ଼ି ମଧ୍ୟରେ ଥିବା ବ୍ୟବଧାନକୁ ମୁଖ୍ୟ କଥାବସ୍ତୁ ଭାବେ ନେଇ ନିର୍ମିତ ଏହି ୨୫ ମିନିଟ୍ ଅବଧିର ଶର୍ଟ ଫିଲ୍ମ ‘ସ୍ୱାହା’ ଆଗାମୀ ୨୩ ତାରିଖରେ କାନ୍‌ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ।  ଯାହା ରାଜ୍ୟ ପାଇଁ ଆଣିଛି ଗୌରବ। ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ […]

ssss

ssss

Sangita Sahoo
  • Published: Thursday, 16 May 2019
  • Updated: 16 May 2019, 02:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର। ମର୍ଯ୍ୟାଦାଜନକ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନ ପାଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ୱାହା’।

ପିଢ଼ି ପିଢ଼ି ମଧ୍ୟରେ ଥିବା ବ୍ୟବଧାନକୁ ମୁଖ୍ୟ କଥାବସ୍ତୁ ଭାବେ ନେଇ ନିର୍ମିତ ଏହି ୨୫ ମିନିଟ୍ ଅବଧିର ଶର୍ଟ ଫିଲ୍ମ ‘ସ୍ୱାହା’ ଆଗାମୀ ୨୩ ତାରିଖରେ କାନ୍‌ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ।  ଯାହା ରାଜ୍ୟ ପାଇଁ ଆଣିଛି ଗୌରବ।

ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ଫିଲ୍ମ ‘ସ୍ୱାହା’ରେ କାହାଣୀକୁ ଏକ ନିଆରା ଢଙ୍ଗରେ ଉପସ୍ଥାପିତ କରାଯାଇଛି। ଏହା କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଶିଶିର କୁମାର ସାହୁ ।

ଏହାର କାହାଣୀ ଦୁଇଟି ପିଢ଼ି ମଧ୍ୟରେ ଭାବାନ୍ତର, ଆଉ ଭାବର ଆଦାନ ପ୍ରଦାନ ଉପରେ ଆଧାରିତ।  ଦୁଇ ଜଣ କବି।  କିନ୍ତୁ ଜଣେ ବୟସ୍କ ଓ ଅନ୍ୟ ଜଣେ ଯୁବତୀ।  ସାହିତ୍ୟ ସେମାନଙ୍କୁ ଯୋଡ଼େ ସତ, କିନ୍ତୁ ପ୍ରଭେଦ ମଧ୍ୟ ସୃଷ୍ଟି କରେ।  ଦୁଇଟି ଭିନ୍ନ ଭିନ୍ନ  ପିଢ଼ି ମଧ୍ୟରେ ଆଦର୍ଶ ଓ ଚିନ୍ତାଧାରାରେ ପାର୍ଥକ୍ୟ ଥାଏ। ତଥାପି ବୁଝିବାକୁ ଚେଷ୍ଟା କରନ୍ତି ଦୁହେଁ ଦୁହିଁଙ୍କୁ। ଜେନେରେସନ୍ ଗ୍ୟାପ୍‌କୁ ମୁଖ୍ୟ ବିଷୟବସ୍ତୁ କରି ବିଶ୍ୱ ଦରବାର ଆଗରେ ନିଆରା ଢଙ୍ଗରେ କାହାଣୀ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ ସ୍ୱାହା’।

ଏଥିରେ ଓଡ଼ିଆ ଚଳଚ୍ଚିତ୍ର, ଟେଲିଭିଜନ ଓ ମଞ୍ଚ ଦୁନିଆର ବରିଷ୍ଠ ଅଭିନେତା ସୁରେଶ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଏହାର ସଂଳାପ ଓ ସ୍କ୍ରିନ୍ ପ୍ଲେ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।  ତାଙ୍କ ସହ ‘ସ୍ୱାହା’ରେ ଅଭିନୟ କରିଛନ୍ତି ଶୁଭସ୍ମିତା ରଥ ଓ ପଲ୍ଲବୀ ବାର୍ବି। ଏଥିରେ ଓଡ଼ିଶାର ବହୁ ଆକର୍ଷଣୀୟ ଅଥଚ ଅଳ୍ପ ଜଣାଶୁଣା ସ୍ଥାନଗୁଡ଼ିକୁ ଦେଖିବାର ମଧ୍ୟ ସୁଯୋଗ ମିଳିବ ବୋଲି କହିଛନ୍ତି ଶିଶିର। କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ର ମାର୍କେଟିଂ ବିଭାଗରେ ପ୍ରଦର୍ଶିତ ହେବା ପରେ ଏହା ଭୁବନେଶ୍ୱରରେ ମଧ୍ୟ ସ୍କ୍ରିନିଂ ହେବ ବୋଲି ସୂଚନା ମିଳିଛି। 

କାନ୍‌ ଫିଲ୍ମ ଫେଷ୍ଟିଭାଲ୍ ଫ୍ରାନ୍ସର କାନ୍‌ ସହରରେ ଚଳିତ ବର୍ଷ ମେ ୧୪ରୁ ୨୫ ଯାଏଁ ଆୟୋଜିତ ହେଉଛି। ଯେଉଁଥିରେ ସାରା ବିଶ୍ୱରୁ ବିଭିନ୍ନ ବର୍ଗର ବଛାବଛା ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story