Advertisment

ଦରମା ମାଗିବାରୁ ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କୁ  ମାଡ଼

ପିପିଲି( ଦ୍ୱିତୀକୃଷ୍ଣ ପଟ୍ଟନାୟକ): ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼। ତିରୁପୁରରେ ଥିବା ଏକ ଘରୋଇ କମ୍ପାନୀରେ ମାଡ଼ ମରାଯାଇଥିବା ନେଇ ସାଘାଂତିକ ଅଭିଯୋଗ ଆସିଛି। କମ୍ପାନୀର ସ୍ଥାନୀୟ କର୍ମଚାରୀମାନେ ହିଁ ସେମାନଙ୍କୁ ପିଟିଛନ୍ତି।  ଏହି ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି।  ଏଥିରେ ଶ୍ରମିକମାନଙ୍କୁ  ବାଡ଼ିରେ ନିସ୍ତୁକ ମାଡ଼ ମରାଯାଉଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯିବା ସହ ରକ୍ତ ବାହାରୁଛି। ୩ ଶହରୁ ଅଧିକ ଓଡ଼ିଆ ଲୋକେ ଏହି କମ୍ପାନୀରେ କାମ କରୁଛନ୍ତି। […]

ଅଦ୍ୟତନ ହୋଇଛି
ଦରମା ମାଗିବାରୁ ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କୁ  ମାଡ଼

pipili

Advertisment

ପିପିଲି( ଦ୍ୱିତୀକୃଷ୍ଣ ପଟ୍ଟନାୟକ): ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼। ତିରୁପୁରରେ ଥିବା ଏକ ଘରୋଇ କମ୍ପାନୀରେ ମାଡ଼ ମରାଯାଇଥିବା ନେଇ ସାଘାଂତିକ ଅଭିଯୋଗ ଆସିଛି। କମ୍ପାନୀର ସ୍ଥାନୀୟ କର୍ମଚାରୀମାନେ ହିଁ ସେମାନଙ୍କୁ ପିଟିଛନ୍ତି।  ଏହି ସମୟର ଭିଡିଓ ଏବେ ଭାଇରାଲ୍ ହୋଇଛି।  ଏଥିରେ ଶ୍ରମିକମାନଙ୍କୁ  ବାଡ଼ିରେ ନିସ୍ତୁକ ମାଡ଼ ମରାଯାଉଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯିବା ସହ ରକ୍ତ ବାହାରୁଛି।

Advertisment

୩ ଶହରୁ ଅଧିକ ଓଡ଼ିଆ ଲୋକେ ଏହି କମ୍ପାନୀରେ କାମ କରୁଛନ୍ତି।  ତେବେ ଲକ୍‌ଡାଉନ୍ ପରେ ଏମାନଙ୍କୁ ଦରମା ମିଳି ନଥିଲା। ଏମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦରମା ମାଗିଥିଲେ। କମ୍ପାନୀ କର୍ତ୍ତୃପକ୍ଷଙ୍କ ପାଖକୁ ଏକଜୁଟ୍ ହୋଇ ଯାଇ ସମସ୍ତେ ଟଙ୍କା ମାଗିଥିଲେ। ହେଲେ ଦରମା ଦେବା ପରିବର୍ତ୍ତେ କମ୍ପାନୀର ସ୍ଥାନୀୟ କର୍ମଚାରୀ ତାଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସଂପୃକ୍ତ କମ୍ପାନୀର ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe