Advertisment

ସୋଶାଲ୍‌ ମିଡିଆରେ ବୁଲୁଛି ମ୍ୟାଟ୍ରିକ ପ୍ରଶ୍ନପତ୍ର !

ନୂଆପଡ଼ା (ମାୟାଧର ସରାଫ): ମ୍ୟାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ଶିକ୍ଷା ବିଭାଗ କାହିଁ କେତେ ପଦକ୍ଷେପ ନେଇଛି। ହେଲେ ପରୀକ୍ଷା ତ୍ରୁଟିଶୂନ୍ୟ ହେବ ବୋଲି ଡିଣ୍ଡିମ ପିଟୁଥିବା ସରକାର ପ୍ରଥମ ଦିନରୁ ଝୁଣ୍ଟିଛନ୍ତି। ଆଜି ଆରମ୍ଭ ହୋଇଥିବା ମ୍ୟାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳୁଛି। ଆଜି ମାତୃଭାଷା ଓଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ୧୨ଟାରେ ସରିଥିବା ବେଳେ ଏହାର ଢେର ପୂର୍ବରୁ […]

ଅଦ୍ୟତନ ହୋଇଛି
ସୋଶାଲ୍‌ ମିଡିଆରେ ବୁଲୁଛି ମ୍ୟାଟ୍ରିକ ପ୍ରଶ୍ନପତ୍ର !

Viral_Origional

Advertisment

ନୂଆପଡ଼ା (ମାୟାଧର ସରାଫ): ମ୍ୟାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ଶିକ୍ଷା ବିଭାଗ କାହିଁ କେତେ ପଦକ୍ଷେପ ନେଇଛି। ହେଲେ ପରୀକ୍ଷା ତ୍ରୁଟିଶୂନ୍ୟ ହେବ ବୋଲି ଡିଣ୍ଡିମ ପିଟୁଥିବା ସରକାର ପ୍ରଥମ ଦିନରୁ ଝୁଣ୍ଟିଛନ୍ତି।

Advertisment

publive-imageଆଜି ଆରମ୍ଭ ହୋଇଥିବା ମ୍ୟାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳୁଛି। ଆଜି ମାତୃଭାଷା ଓଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ୧୨ଟାରେ ସରିଥିବା ବେଳେ ଏହାର ଢେର ପୂର୍ବରୁ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିଲା ବୋଲି ଅଭିଯୋଗ ହୋଇଛି।

ତେବେ ଏପରି ଅଭିଯୋଗକୁ ଗଣଶିକ୍ଷା ମନ୍ତ୍ରି ବଦ୍ରି ନାରାୟଣ ପାତ୍ର ଅସ୍ୱୀକାର କରିଛନ୍ତି। ଏକିତି କିଛି ହୋଇନଥିବା ମନ୍ତ୍ରୀ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe