ଭୁଲ ମାଗିଲେ ହ୍ୟୁମାନ୍‌ ସାଗର: କହିଲେ ମୋର ବି ସ୍ତ୍ରୀ, ଝିଅ, ମା’ ଓ ଶାଶୂ ଅଛନ୍ତି  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁଲ ମାଗିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର। ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଗାଇ ବିବାଦରେ ଫସିଥିବା ହ୍ୟୁମାନ୍‌ ସାଗର କ୍ଷମା ମାଗିଛନ୍ତି। ଏନେଇ ସେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ଯଦି ଲିରିକାଲି ଏହି ଗୀତ ଆପଣଙ୍କୁ କଷ୍ଟ ଦେଇଥାଏ ତେବେ ମୁଁ ଦୁଃଖିତ। ସମଗ୍ର ଓଡ଼ିଶାବାସୀ ମୋର ଭଗବାନ ଭଳି। କାରଣ ସେମାନଙ୍କ ଆଶୀର୍ବାଦ ପାଇ ମୁଁ ଏଜାଗାରେ […]

8b90

8b90

Tapas Behera
  • Published: Wednesday, 18 March 2020
  • Updated: 18 March 2020, 05:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁଲ ମାଗିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର। ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଗାଇ ବିବାଦରେ ଫସିଥିବା ହ୍ୟୁମାନ୍‌ ସାଗର କ୍ଷମା ମାଗିଛନ୍ତି। ଏନେଇ ସେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ଯଦି ଲିରିକାଲି ଏହି ଗୀତ ଆପଣଙ୍କୁ କଷ୍ଟ ଦେଇଥାଏ ତେବେ ମୁଁ ଦୁଃଖିତ। ସମଗ୍ର ଓଡ଼ିଶାବାସୀ ମୋର ଭଗବାନ ଭଳି। କାରଣ ସେମାନଙ୍କ ଆଶୀର୍ବାଦ ପାଇ ମୁଁ ଏଜାଗାରେ ପହଞ୍ଚିଛି ବୋଲି ହ୍ୟୁମାନ କହିଛନ୍ତି।

ସେ ଆହୁରି କହିଛନ୍ତି,“ମୋର ଔକାତ ନାହିଁ ଯେ କେଉଁ ଝିଅକୁ ନାରୀକୁ କିମ୍ବା ସ୍ତ୍ରୀଙ୍କୁ ଗୀତ ମାଧ୍ୟମରେ ହେଉ କି କଥା ମାଧ୍ୟମରେ ହେଉ କମେଣ୍ଟ ମାରିବି କି ପରିହାସ କରିବି। ୨୦ ଦିନ ପୂର୍ବରୁ ଏହି ଗୀତ ରିଲିଜ୍‌ ହୋଇଥିଲା। ଯେତେବେଳେ ଏହି ଗୀତ ପ୍ରସ୍ତୁତ ହୋଇ ଥିଲା କିମ୍ବା ଗାଇ ଥିଲି ସେତେବେଳେ କରୋନା ଭାଇରସ ଉପରେ ମୋର ସେତେ ଜ୍ଞାନ ନଥିଲା। ସମଗ୍ର ପୃଥିବୀରେ ବି ସେତେବେଳେ ଏହି ରୋଗ ବ୍ୟାପି ନଥିଲା। ହେଲେ ଅଭିଯୋଗ ଆସିବା ପରେ ଆମେ ସେଇ ଗୀତକୁ ୟୁଟ୍ୟୁବ୍‌ରୁ ଡିଲିଟ୍‌ କରିଦେଇଛୁ। ମୁଁ ଏହା କହିବି ଯେ, ମୋ ଘରେ ବି ମୋର ସ୍ତ୍ରୀ, ଝିଅ, ମା ଓ ଶାଶୂ ଅଛନ୍ତି। ମୁଁ ସମସ୍ତଙ୍କୁ ସମ୍ମାନ ଜଣାଏ।”

ସୂଚନା ଅନୁଯାୟୀ, କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏହାକୁ ନେଇ ହ୍ୟୁମାନ ସାଗର ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ଗୀତ ଗାଇ ବିବାଦ ଘେରକୁ ଆସିଥିଲେ। ଏନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା। ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏକ ଅଡିଓ ସଂସ୍ଥା ପକ୍ଷରୁ ଏହି ଗୀତ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ୟୁ-ଟ୍ୟୁବ୍‌‌‌‌ରେ ଆସିଥିଲା। ଗୀତକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story