Advertisment

ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କୁ ସେମାନଙ୍କୁ ପ୍ରାପ୍ୟ ନ ଦେଇ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ପ୍ଲାଟିନମ୍ ଟେକ୍ସଟାଇଲ୍ ନାମକ ଏକ କମ୍ପାନୀରେ କାମ କରୁଥିବା କିଛି ଓଡ଼ିଆ ଶ୍ରମିକ ଏହି ଅଭଯୋଗ କରିଛନ୍ତି। ବହୁ ଦିନ ଧରି କମ୍ପାନୀରେ କାମ କରି ଆସୁଥିଲେ ମଧ୍ୟ ୬ମାସ ହେବ ସେମାନଙ୍କୁ ପାରିଶ୍ରମିକ ଦିଆଯାଉ ନ ଥିବା ସେମାନେ କହିଛନ୍ତି। କମ୍ପାନୀରେ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ପ୍ରାୟ ୨୦୦ ଯୁବକ ଶ୍ରମିକ ଭାବେ କାମ […]

ଅଦ୍ୟତନ ହୋଇଛି
ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

labur

Advertisment

ଭୁବନେଶ୍ୱର: ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କୁ ସେମାନଙ୍କୁ ପ୍ରାପ୍ୟ ନ ଦେଇ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ପ୍ଲାଟିନମ୍ ଟେକ୍ସଟାଇଲ୍ ନାମକ ଏକ କମ୍ପାନୀରେ କାମ କରୁଥିବା କିଛି ଓଡ଼ିଆ ଶ୍ରମିକ ଏହି ଅଭଯୋଗ କରିଛନ୍ତି। ବହୁ ଦିନ ଧରି କମ୍ପାନୀରେ କାମ କରି ଆସୁଥିଲେ ମଧ୍ୟ ୬ମାସ ହେବ ସେମାନଙ୍କୁ ପାରିଶ୍ରମିକ ଦିଆଯାଉ ନ ଥିବା ସେମାନେ କହିଛନ୍ତି। କମ୍ପାନୀରେ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ପ୍ରାୟ ୨୦୦ ଯୁବକ ଶ୍ରମିକ ଭାବେ କାମ କରୁଛନ୍ତି। ବକେୟା ପାଉଣା ମାଗିଲେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ତଡି ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe