ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ

  • Published: Wednesday, 31 May 2023
  • , Updated: 31 May 2023, 12:07 PM IST

ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ। ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। ରେଜଲ୍ଟ ଘୋଷଣା କଲେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରଣ୍ଡି। ବିଜ୍ଞାନରେ ପାସ୍ ହାର ୮୪.୯୩%। ବାଣିଜ୍ୟରେ ପାସ୍ ହାର ୮୧.୧୨%। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ବିଜ୍ଞାନରେ ୯୬.୪୧% ରେଜଲ୍ଟ ସହ ନୟାଗଡ଼ ଆଗରେ। ବିଜ୍ଞାନରେ ୬୧.୫୫% ରେଜଲ୍ଟ ସହ ସର୍ବନିମ୍ନରେ ଗଜପତି। ସେହିଭଳି ବାଣିଜ୍ୟରେ ୯୩.୯% ରେଜଲ୍ଟ ସହ ନୟାଗଡ଼ ଆଗରେ ରହିଛି। ବାଣିଜ୍ୟରେ ୫୫.୫୫% ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ ଜିଲ୍ଲା ରହିଛି। 

Related story