/odisha-reporter/media/post_attachments/uploads/2019/01/55-5.jpg)
55
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଓଡିଶା ଶାସନ ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ଫଳରେ ୮୭୮ ଦିନରେ ବିଧାନ ସଭାରେ ଭାଷା ଆଇନ ସଂଶୋଧନ ହୋଇଥିବାରୁ କଳାପତାକା ଓ ଭାଷା ଆନ୍ଦୋଳନରେ ଯୋଗଦେଇଥିବା ସମସ୍ତ ଭାଷା ଯୋଦ୍ଧାଙ୍କୁ ମଙ୍ଗଳବାର ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ଜୟଦେବ ଭବନଠାରେ ସମ୍ବର୍ଦ୍ଧିତ କରାଯିବ |
Advertisment
ସମସ୍ତ ଭାଷା ଯୋଦ୍ଧା ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିବାକୁ ଅନୁରୋଧ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ଅଧ୍ୟକ୍ଷ ଚକ୍ରଧର ମହାନ୍ତ ଓ ସଭାପତି ପ୍ରଦ୍ୟୁମ୍ନ ଶତପଥୀ ନିବେଦନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
