Advertisment

ସମ୍ମାନିତ ହେବେ ଭାଷା ଯୋଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଓଡିଶା ଶାସନ ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ଫଳରେ ୮୭୮ ଦିନରେ ବିଧାନ ସଭାରେ ଭାଷା ଆଇନ ସଂଶୋଧନ ହୋଇଥିବାରୁ କଳାପତାକା ଓ ଭାଷା ଆନ୍ଦୋଳନରେ ଯୋଗଦେଇଥିବା ସମସ୍ତ ଭାଷା ଯୋଦ୍ଧାଙ୍କୁ ମଙ୍ଗଳବାର ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ଜୟଦେବ ଭବନଠାରେ ସମ୍ବର୍ଦ୍ଧିତ କରାଯିବ | ସମସ୍ତ ଭାଷା ଯୋଦ୍ଧା ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିବାକୁ ଅନୁରୋଧ ଭାଷା ଆନ୍ଦୋଳନ ସମିତି ପକ୍ଷରୁ  ଅଧ୍ୟକ୍ଷ ଚକ୍ରଧର […]

ସମ୍ମାନିତ ହେବେ ଭାଷା ଯୋଦ୍ଧା

55

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଓଡିଶା ଶାସନ ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ଫଳରେ ୮୭୮ ଦିନରେ ବିଧାନ ସଭାରେ ଭାଷା ଆଇନ ସଂଶୋଧନ ହୋଇଥିବାରୁ କଳାପତାକା ଓ ଭାଷା ଆନ୍ଦୋଳନରେ ଯୋଗଦେଇଥିବା ସମସ୍ତ ଭାଷା ଯୋଦ୍ଧାଙ୍କୁ ମଙ୍ଗଳବାର ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ଜୟଦେବ ଭବନଠାରେ ସମ୍ବର୍ଦ୍ଧିତ କରାଯିବ |

Advertisment

ସମସ୍ତ ଭାଷା ଯୋଦ୍ଧା ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିବାକୁ ଅନୁରୋଧ ଭାଷା ଆନ୍ଦୋଳନ ସମିତି ପକ୍ଷରୁ  ଅଧ୍ୟକ୍ଷ ଚକ୍ରଧର ମହାନ୍ତ ଓ ସଭାପତି ପ୍ରଦ୍ୟୁମ୍ନ ଶତପଥୀ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe