କାହାକୁ ଯିବ କଲ୍ ? | Odisha Reporter
କିଏ ହେବେ ମନ୍ତ୍ରୀ ? କାହାକୁ ଯିବ କଲ୍ ? କିଏ ସେହି ବିଧାୟକ ? ଯାହାଙ୍କୁ ନବୀନ ନିବାସରୁ ହେବ ରିଙ୍ଗ୍। ସମୟ ଗଡୁଛି, ହାର୍ଟବିଟ୍ ବଢୁଛି। କେଉଁ ମୂହୂର୍ତ୍ତରେ ଯାଇପାରେ କଲ। ଫୋନ ଧରି ବାଲକୋନିରେ ବୁଲିଲେଣି ନେତା। ଆଖିରୁ ନିଦ ହଜିଲାଣି। କାରଣ କେଉଁ ମୂହୂର୍ତ୍ତରେ ନବୀନ ନିବାସରୁ ଆସିପାରେ କଲ। ତେବେ ନୂଆ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ କାହା କାହା ନାଁ ସାମିଲ ହୋଇପାରେ ଦେଖନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
