Advertisment

କାହାକୁ ଯିବ କଲ୍ ?

କିଏ ହେବେ ମନ୍ତ୍ରୀ ? କାହାକୁ ଯିବ କଲ୍ ? କିଏ ସେହି ବିଧାୟକ ? ଯାହାଙ୍କୁ ନବୀନ ନିବାସରୁ ହେବ ରିଙ୍ଗ୍। ସମୟ ଗଡୁଛି, ହାର୍ଟବିଟ୍ ବଢୁଛି। କେଉଁ ମୂହୂର୍ତ୍ତରେ ଯାଇପାରେ କଲ । ଫୋନ ଧରି ବାଲକୋନିରେ ବୁଲିଲେଣି ନେତା ।

Advertisment

କିଏ ହେବେ ମନ୍ତ୍ରୀ ? କାହାକୁ ଯିବ କଲ୍ ? କିଏ ସେହି ବିଧାୟକ ? ଯାହାଙ୍କୁ ନବୀନ ନିବାସରୁ ହେବ ରିଙ୍ଗ୍। ସମୟ ଗଡୁଛି, ହାର୍ଟବିଟ୍ ବଢୁଛି। କେଉଁ ମୂହୂର୍ତ୍ତରେ ଯାଇପାରେ କଲ। ଫୋନ ଧରି ବାଲକୋନିରେ ବୁଲିଲେଣି ନେତା। ଆଖିରୁ ନିଦ ହଜିଲାଣି। କାରଣ କେଉଁ ମୂହୂର୍ତ୍ତରେ ନବୀନ ନିବାସରୁ ଆସିପାରେ କଲ। ତେବେ ନୂଆ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ କାହା କାହା ନାଁ ସାମିଲ ହୋଇପାରେ ଦେଖନ୍ତୁ।

Advertisment
BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe