ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ଓ ତାଙ୍କ ବିଭାଗର ସଚିବଙ୍କୁ ବଦଳିକୁ ନେଇ ବିଜେପି ନେତା ବିଭୁ ତରାଇଙ୍କ ପ୍ରତିକ୍ରିୟା। 'ନୂଆ ବୋତଲରେ ପୁରୁଣା ମଦ' କହି ବିଜେଡିକୁ କଲେ ଟାର୍ଗେଟ୍ । ତେବେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ବଡ଼ ରହସ୍ୟ-ମନ୍ତ୍ରୀ ହଟିଲେ,ସଚିବ ବିଦା ହେଲେ
ଭଲ ପ୍ରଦର୍ଶନ ନାହିଁ ବୋଲି ପଦରୁ ବିଦା କରାଗଲା କି ରୋହିତ ପୁଜାରୀଙ୍କୁ। ମନ୍ତ୍ରୀଙ୍କ ଯଦି ପ୍ରଦର୍ଶନ ଖରାପ ଥିଲା ହେଲେ ସଚିବଙ୍କର କାହିଁକି ଗୋଟିଏ ଦିନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଗଲା।
Odisha
'ଆମେ ଦୁଇ ଦିନ ଖାଇନଥିଲୁ'
ଯାହାକୁ ଦେଖିବା ସମ୍ଭବପର ନଥିଲା। ଏହାରି ଭିତରେ ଦୁର୍ଘଟଣାର ୮ ଦିନ ପରେ ବି ଏମିତି କିଛି ଅନୁଭୂତି ବଖାଣିଛନ୍ତି ଦେବଦୂତ ସାଜିଥିବା ଅଗ୍ନିଶମ ବାହିନୀର କର୍ମଚାରୀ।
Odisha
'ନୂଆ ମନ୍ତ୍ରୀ ହୋଇଥିଲି, ଆଗକୁ ଶିଖିବି'
ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା। କହିଲେ, ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ, ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି, ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ, ଆଗକୁ ଯାହା ଦାୟିତ୍ୱ ଦେବେ କରିବି।
Odisha
ହଠାତ୍ ଗାଏବ ହୋଇଗଲେ କି ମନ୍ତ୍ରୀ ?
ରାଜ୍ୟ ଶାସନରେ ଦିନକୁ ଦିନ ବଦଳି ଚାଲିଛି କି ରୀତିନୀତି। ଗୁରୁବାର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା। ହେଲେ ଗଣଶିକ୍ଷା ମନ୍ତ୍ରୀଙ୍କୁ କେଉଁଠି ବି ଟିକେ ଦେଖିବାକୁ ମିଳିଲାନି। ପୂର୍ବରୁ ଯେବେ ପରୀକ୍ଷା ଫଳ ବାହାରେ ପ୍ରତିଥର ବିଭାଗୀୟ ମନ୍ତ୍ରୀ ନିଜେ ସାମ୍ନାକୁ ଆସି ପ୍ରେସମିଟ କରି ସୂଚନା ଦିଅନ୍ତି।