ନିର୍ବାଚନୀ ଇସ୍ତାହାର ଘୋଷଣା କଲା ରାଜ୍ୟ ସିପିଆଇଏମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସିପିଆଇଏମ୍‌ ଓଡ଼ିଶା ରାଜ୍ୟ କମିଟି ନିର୍ବାଚନୀ ଇସ୍ତାହାର ଘୋଷଣା ହୋଇଛି। ଇସ୍ତାହାରରେ ଚାଷୀ ସମସ୍ୟା, ବେକାରୀ ସମସ୍ୟାର ସମାଧାନ, ନାରୀ ସୁରକ୍ଷା ଓ ସ୍ମାର୍ଟ ସିଟିକୁ ପୂର୍ଣ୍ଣ ରୂପରେଖ ଦେବା ଆଦି ସାମିଲ କରାଯାଇଛି। ସିପିଆଇଏମ୍‌ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି ଓ ଅନ୍ୟ କର୍ମକର୍ତ୍ତାଙ୍କ ଅଧ୍ୟକ୍ଷତାରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।

cpim

cpim

Rajalaxmi Sahu
  • Published: Saturday, 06 April 2019
  • Updated: 06 April 2019, 07:40 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସିପିଆଇଏମ୍‌ ଓଡ଼ିଶା ରାଜ୍ୟ କମିଟି ନିର୍ବାଚନୀ ଇସ୍ତାହାର ଘୋଷଣା ହୋଇଛି।

ଇସ୍ତାହାରରେ ଚାଷୀ ସମସ୍ୟା, ବେକାରୀ ସମସ୍ୟାର ସମାଧାନ, ନାରୀ ସୁରକ୍ଷା ଓ ସ୍ମାର୍ଟ ସିଟିକୁ ପୂର୍ଣ୍ଣ ରୂପରେଖ ଦେବା ଆଦି ସାମିଲ କରାଯାଇଛି।

ସିପିଆଇଏମ୍‌ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି ଓ ଅନ୍ୟ କର୍ମକର୍ତ୍ତାଙ୍କ ଅଧ୍ୟକ୍ଷତାରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos