ଅଦ୍ୟତନ ହୋଇଛି
cpim
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସିପିଆଇଏମ୍ ଓଡ଼ିଶା ରାଜ୍ୟ କମିଟି ନିର୍ବାଚନୀ ଇସ୍ତାହାର ଘୋଷଣା ହୋଇଛି।
Advertisment
ଇସ୍ତାହାରରେ ଚାଷୀ ସମସ୍ୟା, ବେକାରୀ ସମସ୍ୟାର ସମାଧାନ, ନାରୀ ସୁରକ୍ଷା ଓ ସ୍ମାର୍ଟ ସିଟିକୁ ପୂର୍ଣ୍ଣ ରୂପରେଖ ଦେବା ଆଦି ସାମିଲ କରାଯାଇଛି।
ସିପିଆଇଏମ୍ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି ଓ ଅନ୍ୟ କର୍ମକର୍ତ୍ତାଙ୍କ ଅଧ୍ୟକ୍ଷତାରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/cpim.jpg)