/odisha-reporter/media/post_attachments/uploads/2019/05/mo.jpg)
mo
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲେସିଆସ୍ଥିତ ସୁତ୍ର ଫାଉଣ୍ଡେଶନ୍ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ମନୋଜ୍ଞ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକକ ଓ ଦଳଗତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସୂତ୍ର ଏବଂ ଓଡ଼ିଶାର ପ୍ରକ୍ଷାତ ଓଡିଶୀ ଅନୁଷ୍ଠାନ ରୁଦ୍ରାକ୍ଷ ଫାଉଣ୍ଡେଶନ୍ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦଳଗତ ନୃତ୍ୟ ପର୍ଯ୍ୟାୟରେ ମାଲେସିୟ ଯୁବତୀଙ୍କ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
