ରେଳ ଅନୁଦାନ: ପାଇଥିଲେ ଯେତିକି, ମାଗିଲେ ତା’ଠୁ କମ୍‌

ଆସନ୍ତାକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଆଗତ କରିବେ ।

Rail PhotoInternet

Representative image

Ordigital Desk
  • Published: Tuesday, 31 January 2023
  • Updated: 31 January 2023, 10:34 PM IST

Sports

Latest News

୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ରାଜ୍ୟର ରେଳବାଇ ଭିତ୍ତିଭୂମି ନିମନ୍ତେ ୮୪୦୦କୋଟି ଟଙ୍କାର ଅନୁଦାନ ଦାବି କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରେଳ ଅନୁଦାନ ବାବଦରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା କେନ୍ଦ୍ର ସରକାର ଆବଂଟନ କରିଥିଲେ ।

ସୂଚନା ଅନୁସାରେ, ରାଜ୍ୟରେ ନୂଆ ରେଳ ଲାଇନ, ଷ୍ଟେସନ ଆଧୁନିକୀକରଣ, ନୂଆ ଟ୍ରେନ ଚଳାଚଳ, ଚାଲୁଥିବା ଟ୍ରେନର ସମ୍ପ୍ରସାରଣ ଓ ଷ୍ଟେସନଗୁଡ଼ିକରେ ଯାତ୍ରୀ ସୁବିଧାରେ ଉନ୍ନତି, ବିଭିନ୍ନ ରେଳ ପ୍ରକଳ୍ପ ସହ ସୁରକ୍ଷା ବ୍ୟବସ୍ଥା ଆଦି ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଓଡ଼ିଶା ପାଇଁ ୮୪୦୦କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ  ରାଜ୍ୟ ସରକାର ଦାବି କରିଛନ୍ତି । ଆସନ୍ତାକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଆଗତ କରିବେ ।

Also Read

ଅନ୍ୟପକ୍ଷରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ୨୦୧୪ ମସିହାରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କ୍ଷମତାକୁ ଆସିବା ପରଠୁ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅଧିକ ପରିମାଣର ଅନୁଦାନ ମିଳୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story