ଚମତ୍କାର ମୌନବ୍ରତରେ ମନ୍ତ୍ରୀ ! Pratap Dev | Power Cut | Odisha Reporter
ଏବେ ଚମତ୍କାର ମୌନବ୍ରତରେ ଶକ୍ତିମନ୍ତ୍ରୀ। ଆଗରୁ ବାହାରି ଟାଟା ପାଓ୍ବାର ପାଇଁ ଓକିଲାତି କରୁଥିଲେ ! ହେଲେ ଯେତେବେଳେ ସବୁଆଡ଼ୁ ନିନ୍ଦା ଶୁଣିଲେ ଆଉ କିଛି ଶୁଣୁନାହାଁନ୍ତି କି ପଚାରିଲେ ବି କିଛି କହୁ ନାହାଁନ୍ତି। ଗରମରେ ଆଉଟୁପାଉଟୁ ଲୋକେ ମନ୍ତ୍ରୀଙ୍କୁ ଦେଖିଲେ ଛାଡୁ ନାହାଁନ୍ତି। ଯେଉଁଠି ପାଉଛନ୍ତି ସେଇଠି ପଚାରି ଦେଉଛନ୍ତି,ପାଓ୍ବାର କଟ୍ କେବେ ବନ୍ଦ ହେବ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
