Advertisment

ଚମତ୍କାର ମୌନବ୍ରତରେ ମନ୍ତ୍ରୀ !

ଆଗରୁ ବାହାରି ଟାଟା ପାଓ୍ବାର ପାଇଁ ଓକିଲାତି କରୁଥିଲେ। ହେଲେ ଯେତେବେଳେ ସବୁଆଡ଼ୁ ନିନ୍ଦା ଶୁଣିଲେ ଆଉ କିଛି ଶୁଣୁନାହାଁନ୍ତି କି ପଚାରିଲେ ବି କିଛି କହୁ ନାହାଁନ୍ତି।

Advertisment

ଏବେ ଚମତ୍କାର ମୌନବ୍ରତରେ ଶକ୍ତିମନ୍ତ୍ରୀ। ଆଗରୁ ବାହାରି ଟାଟା ପାଓ୍ବାର ପାଇଁ ଓକିଲାତି କରୁଥିଲେ ! ହେଲେ ଯେତେବେଳେ ସବୁଆଡ଼ୁ ନିନ୍ଦା ଶୁଣିଲେ ଆଉ କିଛି ଶୁଣୁନାହାଁନ୍ତି କି ପଚାରିଲେ ବି କିଛି କହୁ ନାହାଁନ୍ତି। ଗରମରେ ଆଉଟୁପାଉଟୁ ଲୋକେ ମନ୍ତ୍ରୀଙ୍କୁ ଦେଖିଲେ ଛାଡୁ ନାହାଁନ୍ତି। ଯେଉଁଠି ପାଉଛନ୍ତି ସେଇଠି ପଚାରି ଦେଉଛନ୍ତି,ପାଓ୍ବାର କଟ୍ କେବେ ବନ୍ଦ ହେବ ?

Advertisment
Odisha Pratap Deb
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe