ଋଣ ପାଇଁ ମରୁଛି କି ଓଡ଼ିଶା ଚାଷୀ? | Odisha Reporter
Advertisment
ଓଡ଼ିଶା ଚାଷୀ ପରିବାର ପିଛା ଋଣ ୩୨,୭୬୧ ଟଙ୍କା। ଦେଶର ଚାଷୀ ପରିବାର ପିଛା ଋଣ ୭୪,୧୨୧ ଟଙ୍କା। ୨୮ ରାଜ୍ୟରୁ ୨୩ ରାଜ୍ୟ ଚାଷୀ ଆତ୍ମହତ୍ୟା ସ୍ୱୀକାର କରୁଛନ୍ତି। ହେଲେ ୫ ବର୍ଷ ହେଲା ଚାଷୀ ଆତ୍ମହତ୍ୟା କଥା ସ୍ୱୀକାର କରୁନାହାନ୍ତି ଓଡ଼ିଶା ସରକାର। ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର ସରକାର ଚାଷୀ ପରିବାରକୁ କ୍ଷତିପୂରଣ ଦେଉଛନ୍ତି। ଓଡ଼ିଶା ସରକାର ଚାଷୀ ଆତ୍ମହତ୍ୟା ପାଇଁ ତାଙ୍କ ପରିବାରକୁ କ୍ଷତିପୂରଣ ଦେଉନାହାନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us