ଓଡ଼ିଶା ଅଗ୍ନିଶମ ସେବା ନାଁ ବଦଳିଲା

ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ଆଇନ-୨୦୨୨ ଓଡ଼ିଶା ବିଧାନସଭାରେ ପାରିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଛି । ଆଇନ ବିଭାଗର ବିଜ୍ଞପ୍ତି ଜାରି ହେବା ସହ ଏହି ସଂଶୋଧନ କାର୍ଯ୍ୟକ୍ଷମ ହୋଇଛି

Odisha Fire Service department

ଭୁବନେଶ୍ୱର ଦମକଳ କେନ୍ଦ୍ର

Ordigital Desk
  • Published: Thursday, 02 February 2023
  • Updated: 02 February 2023, 10:31 PM IST

ଓଡ଼ିଶା ଅଗ୍ନିଶମ ସେବାର ନାଁ ବଦଳିଛି । ଏହା ଏଣିକି ‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ଭାବେ ପରିଗଣିତ ହେବ । ଆଇନ ବିଭାଗ ପକ୍ଷରୁ ଗତ ସପ୍ତାହରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

Also Read

ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ଆଇନ-୨୦୨୨ ଓଡ଼ିଶା ବିଧାନସଭାରେ ପାରିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଛି । ଆଇନ ବିଭାଗର ବିଜ୍ଞପ୍ତି ଜାରି ହେବା ସହ ଏହି ସଂଶୋଧନ କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ଅଗ୍ନିଶମ ସେବା ନାଁ ଏଣକି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାକୁ ପରିବର୍ତ୍ତନ ହୋଇଛି । ଜରୁରୀକାଳୀନ ସେବାରେ ଯେକୌଣସି ବିପର୍ଯ୍ୟୟ,ଭୟ ଓ ବିପଦର ପ୍ରତିକାର ପାଇଁ ଯୋଗାଇ ଦିଆଯାଉଥିବା ସେବା ଅବା ଯେକୌଣସି ସଙ୍ଗୀନ ପରିସ୍ଥିତିର ମୁକାବିଲା ପାଇଁ ତତ୍କାଳ ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରଦାନ କରାଯାଉଥିବା ସେବାକୁ ଜରୁରୀକାଳୀନ ସେବା ଭାବେ ବିବେଚନା କରାଯିବ । ଅଗ୍ନିଶମ ସେବା ନିଆଁ ଲାଗିଯିବା ସଂକ୍ରାନ୍ତ ଓ ଜରୁରୀକାଳୀନ ସେବା ଅନ୍ୟାନ୍ୟ ଜରୁରୀ ସେବା ନିମନ୍ତେ ଉଦ୍ଦିଷ୍ଟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story