ସାହସ ଦେଲେ ଓଡ଼ିଶା ସରକାର, ବର୍ଷ ବର୍ଷ ଧରି ଲକ୍ ଡାଉନରେ ଥିଲେ ମହାପ୍ରଭୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍ ଡାଉନ୍ ଲାଗୁ କରିଥିବା ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ବିଚଳିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହିତ କରୋନା ଭଳି ଅଚାନକ ବର୍ହିଶତ୍ରୁର ବିପଦକୁ ଏଡ଼ାଇବାକୁ ସାଧାରଣ ଲୋକଙ୍କ ପାଇଁ ଲକ୍ ଡାଉନ୍ ଜରୁରୀ ବୋଲି କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବର୍ହିର୍ଶତ୍ରୁଙ୍କ ଆଡ଼ୁ ବିପଦ ସମୟରେ ତାଙ୍କର ସେବକମାନେ ତାଙ୍କୁ ବର୍ଷବର୍ଷ ଧରି ଲକ୍ ଡାଉନ […]

subrat

subrat

Subrat Kumar Nayak
  • Published: Sunday, 22 March 2020
  • Updated: 22 March 2020, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍ ଡାଉନ୍ ଲାଗୁ କରିଥିବା ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ବିଚଳିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହିତ କରୋନା ଭଳି ଅଚାନକ ବର୍ହିଶତ୍ରୁର ବିପଦକୁ ଏଡ଼ାଇବାକୁ ସାଧାରଣ ଲୋକଙ୍କ ପାଇଁ ଲକ୍ ଡାଉନ୍ ଜରୁରୀ ବୋଲି କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବର୍ହିର୍ଶତ୍ରୁଙ୍କ ଆଡ଼ୁ ବିପଦ ସମୟରେ ତାଙ୍କର ସେବକମାନେ ତାଙ୍କୁ ବର୍ଷବର୍ଷ ଧରି ଲକ୍ ଡାଉନ ଅବସ୍ଥାରେ ରଖୁଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯିିବା ସହ ସାଧାରଣ ଲୋକମାନେ ଏଥିରୁ ନୀତିଶିକ୍ଷା ଲାଭ କରି ପରସ୍ପରକୁ ସାହାସ ଦେବା ଓ ଶାନ୍ତ୍ୱନା ଦେବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଡଃ ସୁବ୍ରତୋ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଚାଲିଥିବା ଲକଡାଉନ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏବେ ୮ଦିନର ଲକ୍ ଡାଉନ୍ ସାଧାରଣ ଲୋକଙ୍କୁ ବିଚଳିତ କରିବା ସ୍ୱାଭାବିକ। ତେବେ କରୋନା ଭାଇରସ୍ ଭଳି ଅଚାନକ ବର୍ହିଶତ୍ରୁର ବିପଦକୁ ଏଡ଼ାଇବା ପାଇଁ ଏହି ଲକ୍ ଡାଉନ୍ ଜରୁରୀ। ଏହି ଲକ୍ ଡାଉନ୍ ଓଡ଼ିଶା ପାଇଁ ନୂଆ କଥା ନୁହେଁ। ପୂର୍ବରୁ ଯେତେବେଳେ ବି ବର୍ହିଶତ୍ରୁଙ୍କ ବିପଦ ଆସିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତାଙ୍କ ସେବକମାନେ ସ୍ଥାନାନ୍ତର କରି ବର୍ଷବର୍ଷ ଧରି ଲକଡାଉନ୍ ଅବସ୍ଥାରେ ରଖିଥିଲେ। ଇତିହାସ ଓ ମାଦଳାପାଞ୍ଜି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ୨୨ଥର ଲକଡାଉନ୍ ଅବସ୍ଥାରେ ରହିଥିଲେ।

ଶ୍ରୀକ୍ଷେତ୍ରରେ ୨ଥର, ଗୁରୁବାଇଗଡ଼ରେ ୨ଥର, ନଇରି ହରିଶ୍ୱର ମଣ୍ଡପରେ ୨ଥର, ପାତାଳୀ ଅବସ୍ଥାରେ ୨ଥର ଓ ବ୍ରହ୍ମକୁ ମଧ୍ୟ ୨ଥର ସ୍ଥାନାନ୍ତର କରାଯାଇଥିଲା। ପାତାଳୀ ଅବସ୍ଥାରେ ମହାପ୍ରଭୁ ଯେଉଁ ୨ଥର ଲକ୍ ଡାଉନ୍ ରହିଥିଲେ ତାହା କିଛି ସମୟ ପାଇଁ ନୁହେଁ ବରଂ ୧୪୪ବର୍ଷ ପାଇଁ ରହିଥିଲେ। ସୋନପୁରର ବାଘାପାଲ୍ଲୀ ସୁଧଲିପ୍ତ ମଣ୍ଡପରେ ୪୫ବର୍ଷ ଓ ଛଳିଆ ପାହାଡ଼ରେ ୯୯ବର୍ଷ ମହାପ୍ରଭୁ ଲକଡାଉନ ଅବସ୍ଥାରେ ରହିଥିଲେ। ଭଗବାନ ସ୍ୱୟଂ ନିଜେ ଘୁଞ୍ଚି ଛିଡ଼ା ହୋଇ ନିଜର ଲୀଳା ମାଧ୍ୟମରେ ଆମମାନଙ୍କୁ ଏହି ବିପଦ ସମ୍ପର୍କରେ ଆଶ୍ୱସ୍ତ କରାଉଛନ୍ତି ।

ଫରକ ହେଉଛି କେବଳ ଏତିକି ଯେ, ସେତେବେଳେ ବର୍ହିଶତ୍ରୁଙ୍କ ବିପଦରୁ ମହାପ୍ରଭୁଙ୍କୁ ତାଙ୍କର ସେବକମାନେ ସ୍ଥାନାନ୍ତର କରି ଲକଡାଉନ୍ ରଖୁଥିଲେ। ଆଉ ଆମ ସମସ୍ତଙ୍କ ଦେହରେ ଠାକୁର ଅଛନ୍ତି। ଆମେ ଉଭୟ ଠାକୁର ଓ ସେବକ ପରି କରୋନା ଭଳି ବର୍ହିଶତ୍ରୁ ବିପଦ ଏଡ଼ାଇବା ପାଇଁ ୮ଦିନର ଲକ ଡାଉନରେ ରହିଛୁ। ଏହି ଲକ ଡାଉନ୍ ସମୟରେ ଆମେ ନିଜକୁ ମାନସିକ ଓ ଶାରୀରିକସ୍ତରରେ ଶକ୍ତି ଦେବା ସହ ପରସ୍ପରକୁ ସାହାସ ଓ ସାନ୍ତ୍ୱନା ଦେବା ଉଚିତ୍ ବୋଲି ଶ୍ରୀ ବାଗଚୀ କହିଥିଲେ।

ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ‘ଜନତା କର୍ଫ୍ୟୁ’ ରାଜ୍ୟରେ ଏପର୍ଯ୍ୟନ୍ତ ସଫଳ ରହିଛି ବୋଲି କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ ଲକଡାଉନ୍ ସମୟରେ ରାଜ୍ୟରେ ମାଲବାହୀ ଗାଡ଼ି ଚଳାଚଳରେ କୌଣସି କଟକଣା ରହିବ ନାହିଁ ଓ ଏହି ମାଲବାହୀ ଗାଡ଼ି ଚଳାଚଳକୁ ନେଇ କୌଣସି ପ୍ରକାରର ନିଷ୍ପତ୍ତି ନେବା ନିମନ୍ତେ ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କ୍ଷମତାସମ୍ପନ୍ନ କମିଟି ଗଠନ ହୋଇଥିବା ସୂଚନା ଦେଇଥିଲେ। ବଜାରରେ କୌଣସି ସାମଗ୍ରୀର ଅଭାବ ନରହିବା ପାଇଁ ଲକଡାଉନ୍ ସମୟରେ ମାଲବାହୀ ଗାଡ଼ି ଚଳାଚଳ ଜରୁରୀ ଥିବାରୁ ଏହି କମିଟି କୌଣସି ନିର୍ଦ୍ଦେଶକୁ ଅପେକ୍ଷା ନକରି ଯେକୌଣସି ନିଷ୍ପତ୍ତି ନେବାକୁ ସକ୍ଷମ ବୋଲି ଶ୍ରୀ ବାଗଚୀ କହିଥିଲେ।

ସେ କରୋନା ପ୍ରଭାବିତଙ୍କ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସମଗ୍ର ଆଜିସୁଦ୍ଧା ସମଗ୍ର ବିଶ୍ୱର ୧୮୮ଟି ଦେଶର ୩ଲକ୍ଷ ୮ଜହାର ୫୬୪ଜଣ ପ୍ରଭାବିତ ହୋଇଛନ୍ତି। ଭାରତରେ ଆଜିସୁଦ୍ଧା ୩୩୨ଜଣଙ୍କ ଦେହରେ କରୋନା ପଜେଟିଭ୍ ଭୂତାଣୁ ମିଳିଥିବାବେଳେ ମୃତ୍ୟୁସଂଖ୍ୟା ୫ରେ ସ୍ଥିର ରହିଛି।

ତେବେ ଓଡ଼ିଶାରେ ମୋଟ ୭୬ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବାବେଳେ ମାତ୍ର ୨ଜଣ ପଜେଟିଭ୍ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। ଏହି ଦୁଇ ରୋଗୀଙ୍କ ସଂସ୍ପର୍ଶରେ ମୋଟ ୫୬ଜଣ ବ୍ୟକ୍ତି ଆସିଥିଲେ। ହସ୍ପିଟାଲ ଆଇସୋଲେସନରେ ୨୮ଜଣଙ୍କୁ ରଖାଯାଇଥିବାବେଳେ ବିଦେଶରୁ ଫେରିଥିବା ୩୪୭୪ଜଣ ଏବେସୁଦ୍ଧା ନିଜକୁ ପଞ୍ଜିକୃତ କରିଛନ୍ତି। ରାଜ୍ୟ ସରକାର ୧୮୦ଦିନର ଲଢ଼େଇ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ବୋଲି ଶ୍ରୀ ବାଗଚୀ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story