Advertisment

ଦିନକୁ ଦିନ ବଢ଼ୁଛି ମିଡିଆ କଟକଣା

ମିଡିଆ ଉପରେ କଟକଣାକୁ ପୁଣି ବଢ଼ାଇଲେ ରାଜ୍ୟ ସରକାର। ରାଷ୍ଟ୍ରପତି ଆସୁଥିବା ରମାଦେବୀ କଲେଜ ଉତ୍ସବକୁ ବି ମନା। ଦୁଇ ଦିନ ତଳେ ପୋଲିସ୍ ଭବନରେ ଲାଗିଛି କଟକଣା। ୩ ବର୍ଷ ହେଲା ଟିଭି ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ମନା।

Advertisment
Odisha Naveen Patnaik Odisha Media
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe