ଚାଲିଯିବେ ଗଣେଶୀ ଲାଲ୍, ଛାଡୁନି ଓଡ଼ିଶା... | Odisha Reporter
ରାଜ୍ୟପାଳ ବି ଏମିତି ହୋଇପାରନ୍ତି। ସ୍ୱଭାବ ସୁଲଭ ଭାବେ ସାଧାରଣ ଲୋକ ସାଙ୍ଗେ ମିଶି ପାରନ୍ତି। ରାଜଭବନରେ ନରହି ଉପାନ୍ତରେ ବୁଲି ପାରନ୍ତି। କୁନି କୁନି ପିଲାଙ୍କୁ ଦେଖିଲେ ନିଜକୁ ଅଟକାଇ ପାରନ୍ତି ନାହିଁ। ସରୁଛି ରାଜ୍ୟପାଳଙ୍କ କାର୍ଯ୍ୟକାଳ, ଛାଡୁନି ଓଡ଼ିଶା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
