ରାଜ୍ୟପାଳ ବି ଏମିତି ହୋଇପାରନ୍ତି। ସ୍ୱଭାବ ସୁଲଭ ଭାବେ ସାଧାରଣ ଲୋକ ସାଙ୍ଗେ ମିଶି ପାରନ୍ତି। ରାଜଭବନରେ ନରହି ଉପାନ୍ତରେ ବୁଲି ପାରନ୍ତି। କୁନି କୁନି ପିଲାଙ୍କୁ ଦେଖିଲେ ନିଜକୁ ଅଟକାଇ ପାରନ୍ତି ନାହିଁ। ସରୁଛି ରାଜ୍ୟପାଳଙ୍କ କାର୍ଯ୍ୟକାଳ, ଛାଡୁନି ଓଡ଼ିଶା।