Advertisment

୬ ଆଇପିଏସ୍ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୬ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର। ୩ ଆଇପିଏସଙ୍କୁ ଆଇଇଜି ଏବଂ ଆଉ ୩ ଆଇପିଏସଙ୍କୁ ଡିଆଇଜି ପାହ୍ୟାକୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ୨୦୦୪ ବ୍ୟାଚର ଆଇପିଏସ୍ ଅଧିକାରୀ ଦୀପକ କୁମାର, ଆଶିଷ ସିଂ ଓ ସତ୍ୟବ୍ରତ ଭୋଇ ଆଇଜି ହୋଇଥିବା ବେଳେ ୨୦୦୮ ବ୍ୟାଚର ୩ IPS ଡିଆଇଜି ଭାବେ ପଦୋନ୍ନତି ପାଇଛନ୍ତି। ସେମାନେ ହେଲେ IPS ଉମାଶଙ୍କର ଦାଶ, ଆର୍.ପ୍ରକାଶ ଏବଂ ସତ୍ୟଜିତ ନାୟକ। ସେହିପରି […]

ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ନୂଆ ପୁଲିସ୍ ଏସପି

ips

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୬ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର। ୩ ଆଇପିଏସଙ୍କୁ ଆଇଇଜି ଏବଂ ଆଉ ୩ ଆଇପିଏସଙ୍କୁ ଡିଆଇଜି ପାହ୍ୟାକୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି।

Advertisment

୨୦୦୪ ବ୍ୟାଚର ଆଇପିଏସ୍ ଅଧିକାରୀ ଦୀପକ କୁମାର, ଆଶିଷ ସିଂ ଓ ସତ୍ୟବ୍ରତ ଭୋଇ ଆଇଜି ହୋଇଥିବା ବେଳେ ୨୦୦୮ ବ୍ୟାଚର ୩ IPS ଡିଆଇଜି ଭାବେ ପଦୋନ୍ନତି ପାଇଛନ୍ତି। ସେମାନେ ହେଲେ IPS ଉମାଶଙ୍କର ଦାଶ, ଆର୍.ପ୍ରକାଶ ଏବଂ ସତ୍ୟଜିତ ନାୟକ।

ସେହିପରି ଓଡ଼ିଶା ପ୍ରଶାସନିକ ସେବାରେ ୧୫୩ ଅଫିସର୍ ନିଯୁକ୍ତି ପାଇଛନ୍ତି। ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଜଣେ ପ୍ରଶାସନିକ ସେବକ ଭାବେ ପ୍ରତି ଅଫିସର ଦାୟିତ୍ୱ ର୍ନିବାହ କରିବା ଆବଶ୍ୟକ ଏବଂ ନିଜର ଭୂମିକା ଓ ଦାୟିତ୍ୱବୋଧକୁ ସେମାନେ ସୂଚାରୁରୂପେ ପାଳନ କରିବା ଉଚିତ ବୋଲି ନୂଆ ଅଫିସରଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe