କାଲିଠୁ ବନ୍ଦ ରହିବ ହାଇକୋର୍ଟ

କଟକ (ଓଡିଶା ରିର୍ପୋଟର): ଆସନ୍ତାକାଲି ଠାରୁ ୮ ତାରିଖ (ବୁଧବାର) ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ। କଟକ ମହାନଗର ନିଗମ (ସିଏମ୍‌ସି) କଟକ ସହରକୁ ୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଛି। ତେଣୁ ହାଇକୋର୍ଟକୁ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି। ସୋମବାର ଠାରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି। […]

highcourt

highcourt

Labanya Jyoti Masant
  • Published: Sunday, 05 July 2020
  • Updated: 05 July 2020, 08:08 AM IST

Sports

Latest News

କଟକ (ଓଡିଶା ରିର୍ପୋଟର): ଆସନ୍ତାକାଲି ଠାରୁ ୮ ତାରିଖ (ବୁଧବାର) ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ। କଟକ ମହାନଗର ନିଗମ (ସିଏମ୍‌ସି) କଟକ ସହରକୁ ୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଛି। ତେଣୁ ହାଇକୋର୍ଟକୁ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି। ସୋମବାର ଠାରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ୬ ତାରିଖରେ ହେବାକୁ ଥିବା ବେଞ୍ଚ ଶୁଣାଣି ୯ ତାରିଖରେ ବସିବ।

ଗତକାଲି ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନ୍ୟାନ୍ୟ କିଛି ଜିଲ୍ଲା ପରି କଟକରେ ମଧ୍ୟ ସପ୍ତାହାନ୍ତ ଶଟ୍‌ଡାଉନ୍ ଆରମ୍ଭ ହୋଇଛି। ଆଜି ଏହାର ଶେଷ ଦିନ। ଏହା ପରେ ଆସନ୍ତାକାଲି ଠାରୁ କଟକ ସହରରେ ସିଏମ୍‌ସି ଜାରି କରିଥିବା ଶଟ୍‌ଡାଉନ୍ କଟକଣା ଲାଗୁ ହେବ। ଏହି ସମୟରେ ଗ୍ରୋସରୀପରିବାକ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ମିଳିଛି। ସକାଳ ୫ଟାରୁ ସନ୍ଧ୍ୟା  ୬ଟା ଯାଏ ଗ୍ରୋସରୀପରିବା ଓ କ୍ଷୀର ଦୋକାନ ଖୋଲା ରହିବ। ଔଷଧ ଦୋକାନ ନିୟମିତ ଖୋଲିବ। ଶଟଡାଉନ୍‌ ସମୟରେ ଅନଲାଇନ ଡେଲିଭରି ଚାଲୁ ରହିବ। ବିଦ୍ୟୁତ୍ ଓ ଜଳ ଯୋଗାଣ ସ୍ୱାଭାବିକ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story