Advertisment

ଦିନକର ଦରମା ଦାନ କରିବେ ଓଡ଼ିଶା ଆଇଏଏସ୍ ଓ ଆଇପିଏସ୍

ଭୁବନେଶ୍ୱର (ଓଡିଶା ରିପୋର୍ଟର) : କେରଳର ପ୍ରଳୟଙ୍କରୀ ବନ୍ୟା ଦ୍ଵାରା ପ୍ରଭାବିତ ଲୋକଙ୍କ ସହାୟତା ନିମନ୍ତେ ଓଡ଼ିଶା କ୍ୟାଡରର ଆଇଏଏସ୍ ଓ ଆଇପିଏସ୍ ଅଫିସରମାନେ ନିଜର ଦିନକର ଦରମା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଓଡ଼ିଶା ଆଇଏଏସ୍ ସଂଘ ଓ ଆଇପିଏସ୍ ସଂଘ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଉଭୟ ଆଇଏଏସ୍ ଓ ଆଇପିଏସ୍ ଅଫିସର୍ ସଂଘ ନିଜର ଦିନକର ଦରମା କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ […]

ଦିନକର ଦରମା ଦାନ କରିବେ ଓଡ଼ିଶା ଆଇଏଏସ୍ ଓ ଆଇପିଏସ୍

IAS

Advertisment

ଭୁବନେଶ୍ୱର (ଓଡିଶା ରିପୋର୍ଟର) : କେରଳର ପ୍ରଳୟଙ୍କରୀ ବନ୍ୟା ଦ୍ଵାରା ପ୍ରଭାବିତ ଲୋକଙ୍କ ସହାୟତା ନିମନ୍ତେ ଓଡ଼ିଶା କ୍ୟାଡରର ଆଇଏଏସ୍ ଓ ଆଇପିଏସ୍ ଅଫିସରମାନେ ନିଜର ଦିନକର ଦରମା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

ଆଜି ଓଡ଼ିଶା ଆଇଏଏସ୍ ସଂଘ ଓ ଆଇପିଏସ୍ ସଂଘ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଉଭୟ ଆଇଏଏସ୍ ଓ ଆଇପିଏସ୍ ଅଫିସର୍ ସଂଘ ନିଜର ଦିନକର ଦରମା କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବେ।

ସୂଚନାଯୋଗ୍ୟ, କେରଳ ବନ୍ୟାରେ ଫସି ରହିଥିବା ଓଡ଼ିଆ ଲୋକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe