Advertisment

'ଓଡିଶାରେ ସାଉଥ୍ ଇଣ୍ଡିଆ କମ୍ପାନୀର ଶାସନ ଚାଲିଛି'

‘ସାଉଥ ଇଣ୍ଡିଆ କମ୍ପାନୀ ହିସାବରେ ପାଣ୍ଡିଆନ୍ ଆସିଛନ୍ତି’ କାହିଁକି ଏଭଳି କହିଲେ ବିଜେପି ବିଧାୟକ ମୋହନ ମାଝୀ ?

author-image
Manoj Swain

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପରେ ଏବେ ପୁଣିଥରେ ୫ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ । ସିଧାସଳଖ ୫ଟି ସଚିବଙ୍କୁ ଟାର୍ଗେଟ କରିବା ସହିତ ଓଡିଶାରେ ସାଉଥ୍ ଇଣ୍ଡିଆ କମ୍ପାନୀର ଶାସନ ଚାଲିଛି ବୋଲି ସେ କହିଛନ୍ତି। 

Advertisment
Bjp Odisha