‘ ସାଉଥ ଇଣ୍ଡିଆ କମ୍ପାନୀ ହିସାବରେ ପାଣ୍ଡିଆନ୍ ଆସିଛନ୍ତି’ | Odisha Reporter
Advertisment
ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପରେ ଏବେ ପୁଣିଥରେ ୫ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ । ସିଧାସଳଖ ୫ଟି ସଚିବଙ୍କୁ ଟାର୍ଗେଟ କରିବା ସହିତ ଓଡିଶାରେ ସାଉଥ୍ ଇଣ୍ଡିଆ କମ୍ପାନୀର ଶାସନ ଚାଲିଛି ବୋଲି ସେ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us