Advertisment

ସ୍କୁଲକୁ ଫେରିବ କରୋନା କଟକଣା

ଭୁବନେଶ୍ୱର:କରୋନାର ନୂଆ ଭାରିଆଣ୍ଟ ପୁଣି ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ସବୁଠି ଚିନ୍ତା ବଢ଼ୁଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ସବୁଠି ଭୟଭୀତ ପରିବେଶ ଦେଖିବାକୁ ମିଳିଲାଣି। ପୁଣି ଥରେ ଯେପରି ଲକଡାଉନର ଓ ସଟଡାଉନର ସମସ୍ୟା ନଉପୁଜେ ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଲାଣି। ଏହିପରିପ୍ରେକ୍ଷୀରେ  ସ୍କୁଲକୁ ଫେରୁଛି କରୋନା କଟକଣା। ବିଦ୍ୟାଳୟରେ କରୋନା ନିୟମ ପାଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ […]

ମାଟ୍ରିକ୍ ପିଲାଙ୍କ ସମେଟିଭ୍ ଆସେସମେଣ୍ଟ ନିଶ୍ଚିତ ହେବ: ମନ୍ତ୍ରୀ

Sameer Dash

Advertisment

ଭୁବନେଶ୍ୱର:କରୋନାର ନୂଆ ଭାରିଆଣ୍ଟ ପୁଣି ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ସବୁଠି ଚିନ୍ତା ବଢ଼ୁଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ସବୁଠି ଭୟଭୀତ ପରିବେଶ ଦେଖିବାକୁ ମିଳିଲାଣି। ପୁଣି ଥରେ ଯେପରି ଲକଡାଉନର ଓ ସଟଡାଉନର ସମସ୍ୟା ନଉପୁଜେ ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଲାଣି। ଏହିପରିପ୍ରେକ୍ଷୀରେ  ସ୍କୁଲକୁ ଫେରୁଛି କରୋନା କଟକଣା। ବିଦ୍ୟାଳୟରେ କରୋନା ନିୟମ ପାଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟର ମାର୍ଗ ଦର୍ଶିକା ଅନୁଯାୟୀ, ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥି ସହ ଆଗକୁ ହେବାକୁ ଥିବା ସମେଟିଭ-୧ ଓ ଯୁକ୍ତ ୨ ପରୀକ୍ଷା କରୋନା କଟକଣା ଭିତରେ ଆୟୋଜନ କରିବାକୁ ବିଭାଗୀୟ ପ୍ରସ୍ତୁତି ଚାଲିଛି।

Advertisment

କୋଭିଡ଼ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦର୍ଶିକା ଅନୁସାରେ ସ୍କୁଲର ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ପିଲାମାନେ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ଆଗାମୀ ଦିନରେ ହେବାକୁ ଥିବା ଦଶମ ଏବଂ +୨ ପରୀକ୍ଷା ମଧ୍ୟ କୋଭିଡ଼ ଗାଇଡ଼ଲାଇନ ଅନୁସାରେ ହେବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe