Advertisment

ପଞ୍ଚଭୂତରେ ଲୀନ ହେଲେ ନବ ଦାସ

ପଞ୍ଚଭୂତରେ ଲୀନ ହେଲେ ନବ ଦାସ। ଛଳଛଳ ଆଖିରେ ନିଜ ନେତାଙ୍କୁ ବିଦାୟ ଦେଲେ ଜନତା। ଚାରିଆଡେ ଖାଲି ଶୋକର ଛାୟା, ନବ ଦାସଙ୍କୁ ଝୁରୁଛି ଝାରସୁଗୁଡା

author-image
Manoj Swain
Naba Das Jharsuguda