ଟିକଟ ପାଇଁ ପିଟିଦେଲେ || Purna Chandra Swain Offered 15000 Coconuts At Andhra Temple ||Odisha Reporter
Advertisment
ଯେତିକି ଭୋଟ, ସେତିକି ନଡ଼ିଆ। ୧୪ ହଜାର ଭୋଟରେ ଜିତିଥିଲେ, ୧୫ ହଜାର ନଡିଆ ପିଟିଲେ। ଚର୍ଚ୍ଚାରେ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଠାରେ ଥିବା ନୃସିଂହ ମନ୍ଦିରରେ ଭାଙ୍ଗିଲେ ନଡ଼ିଆ। ମାନସିକ ରଖିଲେ, ଏଥର ଜିତିଲେ ପୁଣି ଆସିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us