Advertisment

ପଦାରେ ପଡ଼ିଲା ଓଡିଶା ମଡେଲ!

ବିପର୍ଯ୍ୟୟ ମୁକାବିଲା ପାଇଁ ବିଶ୍ୱସ୍ତରୀୟ ସମ୍ମାନ ପାଉଛି ଓଡ଼ିଶା। ଓଡ଼ିଶା ମଡେଲକୁ ନେଇ ପ୍ରଶଂସା ସାଉଣ୍ଟୁଛନ୍ତି ସରକାର। ହେଲେ ପୁରୀ ଅଗ୍ନିକାଣ୍ଡ ଘଟଣା ଖୋଲି ଦେଲା ପୋଲ। ଛାରଖାର ହୋଇଗଲା କୋଟି କୋଟି ଟଙ୍କାର ସମ୍ପତ୍ତି। ପାଉଁଶ ହୋଇଗଲା ଟଙ୍କା, କୁଆଡ଼େ ଗଲା ଆମ ବିଶ୍ୱସ୍ତରୀୟ ବ୍ୟବସ୍ଥା?

author-image
Debendra Prusty

ବିପର୍ଯ୍ୟୟ ମୁକାବିଲା ପାଇଁ ବିଶ୍ୱସ୍ତରୀୟ ସମ୍ମାନ ପାଉଛି ଓଡ଼ିଶା। ଓଡ଼ିଶା ମଡେଲକୁ ନେଇ ପ୍ରଶଂସା ସାଉଣ୍ଟୁଛନ୍ତି ସରକାର। ହେଲେ ପୁରୀ ଅଗ୍ନିକାଣ୍ଡ ଘଟଣା ଖୋଲି ଦେଲା ପୋଲ। ଛାରଖାର ହୋଇଗଲା କୋଟି କୋଟି ଟଙ୍କାର ସମ୍ପତ୍ତି। ପାଉଁଶ ହୋଇଗଲା ଟଙ୍କା, କୁଆଡ଼େ ଗଲା ଆମ ବିଶ୍ୱସ୍ତରୀୟ ବ୍ୟବସ୍ଥା?

Advertisment
Naveen Patnaik Odisha Development Odisha