Advertisment

୧୬ଟି ଜିଲ୍ଲାକୁ ସ୍ପର୍ଶ କଲା ମୌସୁମୀ

ଭୁବନେଶ୍ୱର: ରାଜ୍ୟର ଅଧାରୁ ଅଧିକ ଅଞ୍ଚଳକୁ ଛୁଇଁଲା ମୌସୁମୀ। ୧୬ଟି ଜିଲ୍ଲାକୁ ମୋସୁମୀ ସ୍ପର୍ଶ କରିଥିବା ବେଳେ ୯ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ବ୍ୟାପିଛି। ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼, କଟକ, ଯାଜପୁର, ଭଦ୍ରକକୁ ଛୁଇଁଛି ମୌସୁମୀ। ନବରଙ୍ଗପୁର ଓ  କଳାହାଣ୍ଡିର କିଛି ଅଂଶରେ ମଧ୍ୟ ମୌସୁମୀ ସ୍ପର୍ଶ କରିଛି। ୩ରୁ ୪ ଦିନ ଭିତରେ ଅନ୍ୟ ଜିଲ୍ଲାରେ ମଧ୍ୟ ମୌସୁମୀ ଛୁଇଁବା ସମ୍ଭାବନା ରହିଛି।

author-image
Rakesh Mallick
ଅଦ୍ୟତନ ହୋଇଛି
ବଙ୍ଗୋପସାଗରର ସୃଷ୍ଟ  ଘୂର୍ଣ୍ଣିବଳୟ  ଲଘୁଚାପରେ  ପରିଣତ: ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷିବ

weather

ଭୁବନେଶ୍ୱର: ରାଜ୍ୟର ଅଧାରୁ ଅଧିକ ଅଞ୍ଚଳକୁ ଛୁଇଁଲା ମୌସୁମୀ। ୧୬ଟି ଜିଲ୍ଲାକୁ ମୋସୁମୀ ସ୍ପର୍ଶ କରିଥିବା ବେଳେ ୯ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ବ୍ୟାପିଛି।

Advertisment

ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼, କଟକ, ଯାଜପୁର, ଭଦ୍ରକକୁ ଛୁଇଁଛି ମୌସୁମୀ। ନବରଙ୍ଗପୁର ଓ  କଳାହାଣ୍ଡିର କିଛି ଅଂଶରେ ମଧ୍ୟ ମୌସୁମୀ ସ୍ପର୍ଶ କରିଛି। ୩ରୁ ୪ ଦିନ ଭିତରେ ଅନ୍ୟ ଜିଲ୍ଲାରେ ମଧ୍ୟ ମୌସୁମୀ ଛୁଇଁବା ସମ୍ଭାବନା ରହିଛି।