ଅଦ୍ୟତନ ହୋଇଛି
weather
Advertisment
ଭୁବନେଶ୍ୱର: ରାଜ୍ୟର ଅଧାରୁ ଅଧିକ ଅଞ୍ଚଳକୁ ଛୁଇଁଲା ମୌସୁମୀ। ୧୬ଟି ଜିଲ୍ଲାକୁ ମୋସୁମୀ ସ୍ପର୍ଶ କରିଥିବା ବେଳେ ୯ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ବ୍ୟାପିଛି।
Advertisment
ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼, କଟକ, ଯାଜପୁର, ଭଦ୍ରକକୁ ଛୁଇଁଛି ମୌସୁମୀ। ନବରଙ୍ଗପୁର ଓ କଳାହାଣ୍ଡିର କିଛି ଅଂଶରେ ମଧ୍ୟ ମୌସୁମୀ ସ୍ପର୍ଶ କରିଛି। ୩ରୁ ୪ ଦିନ ଭିତରେ ଅନ୍ୟ ଜିଲ୍ଲାରେ ମଧ୍ୟ ମୌସୁମୀ ଛୁଇଁବା ସମ୍ଭାବନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/08/rain1.jpg)