Advertisment

'ଓଡ଼ିଶାରେ ପରିବର୍ତ୍ତନର ଆବଶ୍ୟକତା ରହିଛି'

'ଓଡ଼ିଶାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଗଞ୍ଜାମରେ ହେଉ କିମ୍ବା ଓଡ଼ିଶାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ମୋର ଅନୁରୋଧ, ମୁଖ୍ୟମନ୍ତ୍ରୀ ତାଙ୍କରି ଦଳ ଭିତରୁ ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କ ହାତରେ ଓଡ଼ିଶାର ଶାସନ ଭାର ଦିଅନ୍ତୁ।' କାହିଁକି ଏଭଳି କହିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

author-image
Manoj Swain

Pradeep Panigrahi Odisha