ଭିଜିଲାନ୍ସକୁ ଦେଖି ବାବୁ ଫିଙ୍ଗିଲେ ଟଙ୍କା ପେଟି | Vigillance Raid | Nabarangpur | Odisha Reporter
Advertisment
କୁବେର ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଏଯାବତ ମୋଟ ୩ କୋଟି ୧୪ ଲକ୍ଷ ଟଙ୍କା ପାଇଲାଣି ଭିଜିଲାନ୍ସ। ଭୁବନେଶ୍ୱର କାନନବିହାର ଘରୁ ମିଳିଥିଲା ୨ କୋଟି ୨୫ ଲକ୍ଷ। ପଡ଼ୋଶୀ ଘର ଛାତ ଉପରୁ ୬ ପେଟି ଟଙ୍କା ଠାବ ହୋଇଥିଲା । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ପ୍ରଶାନ୍ତ ପଡ଼ୋଶୀଙ୍କ ଛାତରୁ ଟଙ୍କା ମିଳିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ଘରେ ଚଢ଼ାଉ କରିଛନ୍ତି। ଏହାସହ ପଡ଼ୋଶୀଙ୍କୁ ଟଙ୍କା ବାବଦରେ ପଚରାଉଚରା କରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us