ବିଜେପି ଟାର୍ଗେଟରେ ଓଡ଼ିଶା! | Odisha Reporter
ମୋଦି ଦେଲେ ମନ୍ତ୍ର ଓଡ଼ିଶାରୁ ହଟିବ ନବୀନ ତନ୍ତ୍ର! ତେଲେଙ୍ଗାନା, ପଶ୍ଚିମବଙ୍ଗ ସମେତ ବିଜେପି ଫୋକସରେ ଏବେ ଓଡ଼ିଶା।.ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍। ମାତିବେ ଏବେ ବିଜେପି ନେତା। ରାଜ୍ୟରେ ବିଜୁ ଜନତା ଦଳର ସରକାର ହଟିବ କି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
