Advertisment

ପୋଲିସକୁ ପେଟ ଓ ମୁଣ୍ଡ ଚିନ୍ତା!

ପୋଲିସକୁ ଘାରିଲାଣି ଏବେ ଓଜନ ଚିନ୍ତା। ନବଙ୍କ ମୃତ୍ୟୁ ପରେ ଜାରି ହେଲା ନିର୍ଦ୍ଦେଶ। ରାଜଧାନୀ ପୋଲିସଙ୍କୁ ଫିଟ ରହିବାକୁ ତାଗିଦ। ପ୍ରତି ୧୫ ଦିନରେ ହେବ ଓଜନ ମାପ।

author-image
Debendra Prusty
ଅଦ୍ୟତନ ହୋଇଛି

ପୋଲିସକୁ ଘାରିଲାଣି ଏବେ  ଓଜନ ଚିନ୍ତା। ନବଙ୍କ ମୃତ୍ୟୁ ପରେ ଜାରି ହେଲା ନିର୍ଦ୍ଦେଶ। ରାଜଧାନୀ ପୋଲିସଙ୍କୁ ଫିଟ ରହିବାକୁ ତାଗିଦ। ପ୍ରତି ୧୫ ଦିନରେ ହେବ ଓଜନ ମାପ।

Advertisment
Odisha Reporter Odisha Police Odisha