Advertisment

ମାଫିଆଙ୍କ ବଳ `ମୋ ପୋଲିସ୍’

ଭାଙ୍ଗୁଛି ପୁରାତନ ସ୍ମାର୍ଟ ସିଟି ଶିଶୁପାଳଗଡ଼ର ମାଟି ପାଚେରୀ। ୫୬୨ ଏକର ଜମିକୁ ଘେରିଥିବା ଐତିହ୍ୟ ମାଟି କାନ୍ଥ ଭାଙ୍ଗୁଛି। ରାତି ଅଧରେ ମାଟିର ପ୍ରାଚୀର ଭାଙ୍ଗୁଛନ୍ତି ଜମି ମାଫିଆ। ପୋଲିସ୍ ନାକ ତଳେ ରାଜ କରୁଛନ୍ତି ଜମି ମାଫିଆ। ହାଇକୋର୍ଟଙ୍କ ରାୟକୁ ବି ଖାତିର ନାହିଁ, ଐତିହ୍ୟ ସୁରକ୍ଷା ବିପନ୍ନ। ୫୬୨ ଏକର ଜମିରେ ଗଢ଼ିଉଠିଛି ଶହ ଶହ ପକ୍କା ଘର ସରକାରୀ ଅବହେଳାରୁ ଚାଲିଯାଇପାରେ `୧୬ ଖମ୍ବ’।

Shishupalgarh Odisha Heritage Odisha Police Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe