୭ରେ ବିଧାନସଭା ଘେରିବ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦାବିରେ ଆସନ୍ତା ୭ ତାରିଖରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ବିଧାନସଭା ଘେରାଉ କରିବ। ୫୦ ହଜାରରୁ ଅଧିକ ଶିକ୍ଷକ ଏହି ଆନ୍ଦୋଳନରେ ଯୋଗ ଦେବେ। ୨୮ ଶହ ଗ୍ରେଡ୍‌ ପେ’ ଦେଇ ସପ୍ତମ ବେତନ କମିଶନର ସଂଶୋଧନ, କନିଷ୍ଠ ଶିକ୍ଷକଙ୍କ ମୂଳ ଦରମାର ୨୫ ପ୍ରତିଶତ ବୃଦ୍ଧି, ପେନସନ୍‌ ବ୍ୟବସ୍ଥା ଲାଗୁ, କନିଷ୍ଠ ଶିକ୍ଷକଙ୍କ ବଦଳି ନୀତିକୁ ବଳବତ୍ତର ଏବଂ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ଦାବିରେ ସଂଘ […]

teacher

teacher

Rakesh Mallick
  • Published: Monday, 04 February 2019
  • Updated: 04 February 2019, 12:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦାବିରେ ଆସନ୍ତା ୭ ତାରିଖରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ବିଧାନସଭା ଘେରାଉ କରିବ। ୫୦ ହଜାରରୁ ଅଧିକ ଶିକ୍ଷକ ଏହି ଆନ୍ଦୋଳନରେ ଯୋଗ ଦେବେ। ୨୮ ଶହ ଗ୍ରେଡ୍‌ ପେ’ ଦେଇ ସପ୍ତମ ବେତନ କମିଶନର ସଂଶୋଧନ, କନିଷ୍ଠ ଶିକ୍ଷକଙ୍କ ମୂଳ ଦରମାର ୨୫ ପ୍ରତିଶତ ବୃଦ୍ଧି, ପେନସନ୍‌ ବ୍ୟବସ୍ଥା ଲାଗୁ, କନିଷ୍ଠ ଶିକ୍ଷକଙ୍କ ବଦଳି ନୀତିକୁ ବଳବତ୍ତର ଏବଂ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ଦାବିରେ ସଂଘ ଏହି ଚେତାବନୀ ଦେଇଛି।

ପୂର୍ବରୁ ଏନେଇ ଅନେକ ଥର ଜଣାଇଥିଲେ ମଧ୍ୟ ସରକାର ଶୁଣୁ ନଥିବା ଅଭିଯୋଗ କରିଛି ସଂଘ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story