ବିଦେଶୀ ପୁଞ୍ଜିରେ ୧୯କୁ ଖସିଲା ଓଡ଼ିଶା | Odisha Reporter
୨୦୧୨ ମସିହାରେ ଗଣମାଧ୍ୟମରେ ଏଭଳି ରିପୋର୍ଟ ପ୍ରକାଶ ପାଉଥିଲା। ବିଦେଶୀ ପୁଞ୍ଜି ଆକର୍ଷଣରେ ଓଡ଼ିଶା ଥିଲା ୧ ନମ୍ବର। ଓଡ଼ିଶା ପଛକୁ ଥିଲେ ଆନ୍ଧ୍ରପ୍ରଦେଶ ଓ ଗୁଜରାଟ। ହେଲେ ଏବେ ସମୟ ବଦଳିଯାଇଛି। ପାରାଦୀପରୁ ୫୧ ହଜାର କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପରୁ ଓହରିଯାଇଛି ଦକ୍ଷିଣ କୋରିଆର ପସ୍କୋ। ସେହିଭଳି କେନ୍ଦୁଝରରେ ୪୦ ହଜାର କୋଟି ଟଙ୍କାର ଇସ୍ପାତ କାରଖାନା ପ୍ରକଳ୍ପରୁ ଓହରିଯାଇଛି ଆର୍ସେଲର ମିତ୍ତଲ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
