Advertisment

ବିଦେଶୀ ପୁଞ୍ଜିରେ ୧୯କୁ ଖସିଲା ଓଡ଼ିଶା

୨୦୧୨ ମସିହାରେ ଗଣମାଧ୍ୟମରେ ଏଭଳି ରିପୋର୍ଟ ପ୍ରକାଶ ପାଉଥିଲା। ବିଦେଶୀ ପୁଞ୍ଜି ଆକର୍ଷଣରେ ଓଡ଼ିଶା ଥିଲା ୧ ନମ୍ବର। ଓଡ଼ିଶା ପଛକୁ ଥିଲେ ଆନ୍ଧ୍ରପ୍ରଦେଶ ଓ ଗୁଜରାଟ।

Advertisment

୨୦୧୨ ମସିହାରେ ଗଣମାଧ୍ୟମରେ ଏଭଳି ରିପୋର୍ଟ ପ୍ରକାଶ ପାଉଥିଲା। ବିଦେଶୀ ପୁଞ୍ଜି ଆକର୍ଷଣରେ ଓଡ଼ିଶା ଥିଲା ୧ ନମ୍ବର। ଓଡ଼ିଶା ପଛକୁ ଥିଲେ ଆନ୍ଧ୍ରପ୍ରଦେଶ ଓ ଗୁଜରାଟ। ହେଲେ ଏବେ ସମୟ ବଦଳିଯାଇଛି। ପାରାଦୀପରୁ ୫୧ ହଜାର କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପରୁ ଓହରିଯାଇଛି ଦକ୍ଷିଣ କୋରିଆର ପସ୍କୋ। ସେହିଭଳି କେନ୍ଦୁଝରରେ ୪୦ ହଜାର କୋଟି ଟଙ୍କାର ଇସ୍ପାତ କାରଖାନା ପ୍ରକଳ୍ପରୁ ଓହରିଯାଇଛି ଆର୍ସେଲର ମିତ୍ତଲ।

Advertisment
Odisha Fdi In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe