ନାହିଁ ନାହିଁରେ ଚାଲୁଛି ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର। କୋମାରେ ରୋଗୀ ସେବା। କେବଳ ଫାର୍ମାସିଷ୍ଟ ହିଁ ସର୍ବେସର୍ବା। ଇଏ ହେଉଛି ଯାଜପୁର ଜିଲ୍ଲାର ସିଂହପୁରରେ ନିର୍ମାଣ ହୋଇଥିବା ନୂତନ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ପୁଅ ଆସିଲେ, ବାପା ନାଚିଲେ
ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଋଷର ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଚଢିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏନେଇ ବିଧାୟକ ସୁରେଶ ରାଉତରାୟ ପୁଅଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।
Odisha
ବାବୁ ଶୁଣୁନାହାନ୍ତି ଭାଗ୍ୟକୁ ଆଦରି ବସିଛନ୍ତି ମାଉସୀ
ବାରମ୍ୱାର ଅଭିଯୋଗ ପରେ ବି ଗୁହାରୀ ଶୁଣିବାକୁ କେହି ନାହାନ୍ତି । ନା ପ୍ରଶାସନ ନା ବଡ଼ ବାବୁ । ମାଉସୀଙ୍କ ଘର କହିଲେ ଝାଟିମାଟି ଚାଳ ଛପର ଘର । ପାଞ୍ଚ ପ୍ରାଣୀ ରହୁଛନ୍ତି ଏଇ ଘରେ । ଅତି ଦୟନୀୟ ଭାବରେ ଜୀବନଯାପନ କରୁଛନ୍ତି ।
Odisha
ବିଜେପି ଗୁଗୁଲିରେ ବିଜେଡି ଆଉଟ!
ନିମାପଡ଼ା ବିଜେପି ଶିବିରରେ ଜୟ ଜୟ କାର। ପୁରୀ ଜିଲ୍ଲା ଗୋପ ବ୍ଲକର ୧୧ ନମ୍ବର ଜିଲ୍ଲା ପରିଷଦ ଉପନିର୍ବାଚନରେ ବାଜି ମାରିଲା ବିଜେପି। ସମୀରଙ୍କ ଶତ ରଣନୀତି ସତ୍ତ୍ୱେ ଖେଳ କରି ଦେଲା ବିଜେପି। ପଦ୍ମ ପ୍ରାର୍ଥୀ ପ୍ରମୋଦ ରାୟ ୧୭୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।
Odisha
ବାବାଙ୍କ ଇଚ୍ଛା ପ୍ରବଳ, ପାର୍ଟି ସିଗନାଲ ଦୁର୍ବଳ
ସାଧାରଣ ନିର୍ବାଚନ ଆଉ ଗୋଟିଏ ବର୍ଷ ରହିଲା। ଏଥିପାଇଁ ବାବାଙ୍କୁ ଟିକେଟ ମିଳୁ ବା ନ ମିଳୁ ତାଙ୍କ ଇଚ୍ଛା ଜଣାଇ ସାରିଲେଣି। ଭୁବନେଶ୍ୱରରୁ ବହୁ ବାର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ପାଟ୍ଟଶାଣୀ ବାବୁ। ଜନତା ଦଳରୁ ଏବେ ବିଜୁ ଜନତା ଦଳରେ। ହେଲେ ଗତ ୨୦୧୯ ସାଧାରଣ ନିର୍ବାଚନରେ ପାଟ୍ଟଶାଣୀଙ୍କୁ ଟିକେଟ୍ ମିଳିଲାନି। ଏବେ ନିର୍ବାଚନୀ ବର୍ଷ ପାଖେଇ ଆସୁଥିବାରୁ ପୁଣିଥରେ ଟିକେଟ୍ ଚର୍ଚ୍ଚାରେ ବାବା ପାଟ୍ଟଶାଣୀ। ଏଥର କିନ୍ତୁ ପୁରୀରୁ ଲଢ଼ିବେ ବୋଲି ଟିକେ ଟିକେ ଚର୍ଚ୍ଚା ହେଉଛି।