Advertisment

କୋମାରେ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର

ନାହିଁ ନାହିଁରେ ଚାଲୁଛି ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର। କୋମାରେ ରୋଗୀ ସେବା। କେବଳ ଫାର୍ମାସିଷ୍ଟ ହିଁ ସର୍ବେସର୍ବା। ଇଏ ହେଉଛି ଯାଜପୁର ଜିଲ୍ଲାର ସିଂହପୁରରେ ନିର୍ମାଣ ହୋଇଥିବା ନୂତନ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା।

author-image
Manoj Swain

ନାହିଁ ନାହିଁରେ ଚାଲୁଛି ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର। କୋମାରେ ରୋଗୀ ସେବା। କେବଳ ଫାର୍ମାସିଷ୍ଟ ହିଁ ସର୍ବେସର୍ବା। ଇଏ ହେଉଛି ଯାଜପୁର ଜିଲ୍ଲାର ସିଂହପୁରରେ ନିର୍ମାଣ ହୋଇଥିବା ନୂତନ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା।

Advertisment
Health Service Odisha