ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ଭାବରେ ଶପଥ ନେଇଛନ୍ତି। ସୁପ୍ରିମକୋର୍ଟର ଦୁଇ ବିଚାରପତି ଏବେ ଓଡ଼ିଶାର ଜ୍ୱାଇଁ। ପ୍ରଶାନ୍ତ କୁମାର ମିଶ୍ରଙ୍କ ହାତଗଣ୍ଠି ବଲାଙ୍ଗୀରରେ ପଡ଼ିଛି।