Advertisment

ଓଟିଭି ଫୋରସାଇଟ୍-୨୦୨୧: ବଡ଼ ମଞ୍ଚରେ ଚାଲିଛି ବିଚାରର ମହାମନ୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଟିଭିର ଏକାଦଶ ଫୋରସାଇଟ୍। ଓଡ଼ିଶାର ସବୁଠୁ ବଡ଼ ମଞ୍ଚରେ ହେଉଛି ବିଚାରର ମହାମନ୍ଥନ, ଯେଉଁଥିରେ ଭାଗ ନେଇଛନ୍ତି ଦିଗଦର୍ଶକ, ନୀତି ନିର୍ଦ୍ଧାରକ ଓ ମତନିର୍ମାତା। ବଡ଼ ଇସ୍ୟୁକୁ ନେଇ ଚାଲିଛି ବଡ଼ ଚର୍ଚ୍ଚା। କୋଭିଡ୍ ମହାମାରୀର କିଭଳି ହୋଇଛି ସଫଳ ମୁକାବିଲା, କେତେ ଫଳପ୍ରଦ କରୋନା କବଚ, ଏମିତି ଅନେକ ପ୍ରସଙ୍ଗରେ ଓଟିଭି ଫୋରସାଇଟରେ ଭାଗ ନେଇ ମତ ବିନିମୟ କରୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ତା’ସହ ଏହି ମହାମନ୍ଥନରେ ବିଜେପି […]

ଅଦ୍ୟତନ ହୋଇଛି
ଓଟିଭି ଫୋରସାଇଟ୍-୨୦୨୧: ବଡ଼ ମଞ୍ଚରେ ଚାଲିଛି ବିଚାରର ମହାମନ୍ଥନ

foresight-2021

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଟିଭିର ଏକାଦଶ ଫୋରସାଇଟ୍। ଓଡ଼ିଶାର ସବୁଠୁ ବଡ଼ ମଞ୍ଚରେ ହେଉଛି ବିଚାରର ମହାମନ୍ଥନ, ଯେଉଁଥିରେ ଭାଗ ନେଇଛନ୍ତି ଦିଗଦର୍ଶକ, ନୀତି ନିର୍ଦ୍ଧାରକ ଓ ମତନିର୍ମାତା। ବଡ଼ ଇସ୍ୟୁକୁ ନେଇ ଚାଲିଛି ବଡ଼ ଚର୍ଚ୍ଚା।

Advertisment

କୋଭିଡ୍ ମହାମାରୀର କିଭଳି ହୋଇଛି ସଫଳ ମୁକାବିଲା, କେତେ ଫଳପ୍ରଦ କରୋନା କବଚ, ଏମିତି ଅନେକ ପ୍ରସଙ୍ଗରେ ଓଟିଭି ଫୋରସାଇଟରେ ଭାଗ ନେଇ ମତ ବିନିମୟ କରୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

ତା’ସହ ଏହି ମହାମନ୍ଥନରେ ବିଜେପି ସାଂସଦ ତଥା କ୍ରିକେଟର ଗୈାତମ ଗାମ୍ଭୀର ମଧ୍ୟ ଯୋଗ ଦେବେ। ରାଜ୍ୟରେ କୋଭିଡ୍ ପରିଚାଳନାକୁ ନେଇ ବି ମଞ୍ଚରେ ଚାଲିବ ମହାବିତର୍କ । ବିଶିଷ୍ଟ ସିନେ ତାରକା ସ୍ୱାରା ଭାସ୍କରଙ୍କ ସହ ବି ହେବ ମଞ୍ଚରେ ମତ ବିନିମୟ।

Advertisment
Foresight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe