ବାହାନଗା ଟ୍ରେନ୍ ଟ୍ରାଜେଡିରେ ଆହତ ହୋଇ କ୍ଷତିପୂରଣ ପାଇଁ ଆସିଥିବା ବ୍ୟକ୍ତିଙ୍କ ମୁହଁରୁ ଶୁଣନ୍ତୁ ସେ ସମୟର ଛାତିଥରା କାହାଣୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଶବ ନେବାକୁ ନେପାଳରୁ ଆସି ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି ପରିବାର ଲୋକ
ନେପାଳରୁ ଆସି ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି ପରିବାର ଲୋକ। ପୁଅର ମୃତଦେହ ଚିହ୍ନିବା ହୋଇପଡିଛି କଷ୍ଟକର। ମୃତ ପ୍ରିୟଜନଙ୍କ ଶବ ନେବା ପାଇଁ ଭୁବନେଶ୍ୱର AIIMS ସମେତ ବିଭିନ୍ନ ଡାକ୍ତରଖାନାରେ ଜମିଛି ସମ୍ପର୍କୀୟଙ୍କ ଗହଳି।
Odisha
ଇଏ ସେହି ଟ୍ରାକ୍, ଟ୍ରେନର ନାଁ କରମଣ୍ଡଳ
ବାହାନଗାରେ ସ୍ଥିତି ସ୍ୱଭାବିକ ହୋଇଛି। ୨ଟି ଟ୍ରାକରେ ପୁଣି ଚଳାଚଳ କରୁଛି ଟ୍ରେନ୍। ଆଉ ଯେଉଁ ଟ୍ରାକ ଦୁର୍ଘଟଣା ପରେ ରକ୍ତ ରଞ୍ଜିତ ହୋଇଥିଲା ସେହି ଟ୍ରାକରେ ପୁଣି ଗଡ଼ିଛି କରମଣ୍ଡଳ ଏକ୍ସପ୍ରେସ୍। ଏବେ ଯେଉଁମାନେ କରମଣ୍ଡଳରେ ବସିଥିବେ ସେମାନଙ୍କ ମନରେ ମଧ୍ୟ ଅନେକ ଆଶଙ୍କା ରହିଥିବ। କାରଣ ଟ୍ରେନ ଦୁର୍ଘଟଣା ଘଟିଥିବା ସ୍ଥାନରେ ଏବେ ଧୀମା ଗତିରେ ଗଡୁଛି ସମସ୍ତ ଟ୍ରେନ। ଆଉ ଦୁର୍ଘଟଣା ପରର ଚିତ୍ର ଦେଖୁଛନ୍ତି ଯାତ୍ରୀ।
Odisha
ମୁଁ ବାହାନଗାର ଶବ କହୁଛି..
ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ୧୦୧ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି ।