ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏବେ ଉଦ୍ଧାର କାର୍ଯ୍ୟ ସରିଛି। ଚିହ୍ନଟ ହୋଇପାରି ନଥିବା ୧୬୦ ମୃତଦେହକୁ ଭୁବନେଶ୍ୱରକୁ ଅଣାଯାଇଛି। ଏହାସହିତ ଶବ ଚିହ୍ନଟ ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ଫୋରେନ୍ସିକ ଲ୍ୟାବ୍ ଦ୍ୱାରା ଡିଏନଏ ପରୀକ୍ଷା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଝୁଲି ଝୁଲି ସ୍ନାନବେଦୀକୁ ଆସିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ
ଆଜି ଦେବସ୍ନାନ ପୂର୍ଣ୍ଣିମା। ଆଜି ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ। ଝୁଲି ଝୁଲି ସ୍ନାନବେଦୀକୁ ଆସିଲେ ଜଗନ୍ନାଥ।
Odisha
ସ୍ନାନ ମଣ୍ଡପରେ ବିଜେ କଲେ ବଳଭଦ୍ର
ଆଜି ଦେବସ୍ନାନ ପୂର୍ଣ୍ଣିମା। ଆଜି ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ। ଝୁଲି ଝୁଲି ଆସୁଛନ୍ତି ବଳଭଦ୍ର।
Odisha
ଦୁଃଖ ସରିନି କଂଗ୍ରେସର ମନେପଡ଼ିଗଲା ଶାସ୍ତ୍ରୀଙ୍କ କଥା
କଂଗ୍ରେସ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା। ଅଶ୍ୱିନୀ ବୈଷ୍ଣବ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ଭଳି ହୁଅନ୍ତୁ ବୋଲି କହିଲା। ରେଳ ଦୁର୍ଘଟଣାକୁ ନେଇ ରାଜନିତୀ ଜୋର ଧରିଛି। ଶାସକ-ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ।