ଭିଜିଲାନ୍ସ ଜାଲରେ ଦୁଇ ଲାଞ୍ଚୁଆ କର୍ମଚାରୀ

ବ୍ରହ୍ମପୁର: ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଗଂଜାମ ରେଞ୍ଜ-୧ର ଡ୍ରଗ୍ସ ଇନ୍ସପେକ୍ଟର ଅଫିସର ୨ କର୍ମଚାରୀ। ଅଫିସରେ କନିଷ୍ଠ କିରାଣି ଭାବେ କାମ କରୁଥିବା ଜୟନ୍ତ କୁମାର ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର୍(DEO) ପ୍ରେମାଞ୍ଜନ ସ୍ୱାଇଁଙ୍କୁ ଧରିଛି ଭିଜିଲାନ୍ସ। ଗୋଟିଏ ମେଡିସିନ୍ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ଏମାନେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ଦୁଇ କର୍ମଚାରୀ ଗୋଟିଏ ମେଡିସିନ ଷ୍ଟୋରର ମ୍ୟାନେଜରଙ୍କୁ […]

vigilance

vigilance

Hemant Lenka
  • Published: Thursday, 27 October 2022
  • Updated: 27 October 2022, 09:32 PM IST

Sports

Latest News

ବ୍ରହ୍ମପୁର: ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଗଂଜାମ ରେଞ୍ଜ-୧ର ଡ୍ରଗ୍ସ ଇନ୍ସପେକ୍ଟର ଅଫିସର ୨ କର୍ମଚାରୀ। ଅଫିସରେ କନିଷ୍ଠ କିରାଣି ଭାବେ କାମ କରୁଥିବା ଜୟନ୍ତ କୁମାର ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର୍(DEO) ପ୍ରେମାଞ୍ଜନ ସ୍ୱାଇଁଙ୍କୁ ଧରିଛି ଭିଜିଲାନ୍ସ। ଗୋଟିଏ ମେଡିସିନ୍ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ଏମାନେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ଦୁଇ କର୍ମଚାରୀ ଗୋଟିଏ ମେଡିସିନ ଷ୍ଟୋରର ମ୍ୟାନେଜରଙ୍କୁ ଲାଞ୍ଚ ମାଗିଥିଲେ। ଟଙ୍କା ଦେଲେ ମେଡିସିନ ଷ୍ଟୋର ସ୍ଥାନ ବଦଳି ପାରିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଯୋଜନା ଅନୁସାରେ ଦୁଇ କର୍ମଚାରୀ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ କାବୁ କରାଯାଇଛି।

ଲାଞ୍ଚ ଆକାରରେ ନେଇଥିବା ସବୁ ଟଙ୍କାକୁ ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତ ଜୟନ୍ତ କୁମାର ମଲ୍ଲିକଙ୍କ ଠାରୁ ଠାବ କରିଛନ୍ତି।
ଏହାପରେ ଜୟନ୍ତଙ୍କ ଅଫିସ ରୁମ ସହ ଡିଇଓ ପ୍ରେମାଞ୍ଜନଙ୍କ ରେଷ୍ଟ ରୁମରେ ଏକକାଳୀନ ସର୍ଚ୍ଚ ଅପରେସନ କରାଯାଇଛି।

ସେହିପରି ବ୍ରହ୍ମପୁରର ଗଜପତି ନଗର ଅନ୍ତର୍ଗତ ୧୦ମ ଲାଇନରେ ଥିବା ଜୟଙ୍କ ଭଡ଼ା ଘରେ ବି ରେଡ ହୋଇଛି।

ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଗୋଟିଏ ମାମଲା ରୁଜୁ କରିଛି। ଏବେ ବି ଘଟଣାର ଯାଞ୍ଚ ଓ ଦୁଇ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ରେଡ୍‌ କରାଯାଉଛି। ରେଡ୍‌ ସରିବା ପରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story