Advertisment

ଓଡ଼ିଶାକୁ ମିଳିଲା ଆପଦା ପ୍ରବନ୍ଧନ ପୁରସ୍କାର

ଓଡ଼ିଶାକୁ ମିଳିଲା ଆପଦା ପ୍ରବନ୍ଧନ ପୁରସ୍କାର। ଉତ୍ତମ ବିପର୍ଯ୍ୟୟ ପରିଚାଳନା ପାଇଁ ପୁରସ୍କାର ଦେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ୍ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

author-image
Manoj Swain

Odisha Government Of Odisha