ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଠକେଇ ମାମଲା: ଶାଖା ପରିଚାଳକ ପ୍ରଶାନ୍ତ ମହାନ୍ତି ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରଟେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହେଲେ ବ୍ୟାଙ୍କର ତତ୍କାଳୀନ ଶାଖା ପରିଚାଳକ ପ୍ରଶାନ୍ତ ମହାନ୍ତି । କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପ୍ରଶାନ୍ତଙ୍କୁ ବାଲେଶ୍ୱରରୁ ଆଜି ଗିରଫ କରିଛି । ଗତବର୍ଷ ଏହି ବ୍ରାଞ୍ଚରେ ୧ କୋଟି ୩୯ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ ହୋଇଥିଲା। ପ୍ରଶାନ୍ତ ଏହି ଠକେଇ ମାମଲାରେ ଅଭିଯୁକ୍ତ ଥିଲେ । ପୂର୍ବରୁ ଏହି ମାମଲାରେ ବ୍ୟାଙ୍କର ଅନ୍ୟ ଜଣେ କର୍ମଚାରୀ […]

mubai

Rakesh Mallick
  • Published: Friday, 19 June 2015
  • , Updated: 19 June 2015, 09:57 AM IST

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରଟେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହେଲେ ବ୍ୟାଙ୍କର ତତ୍କାଳୀନ ଶାଖା ପରିଚାଳକ ପ୍ରଶାନ୍ତ ମହାନ୍ତି । କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପ୍ରଶାନ୍ତଙ୍କୁ ବାଲେଶ୍ୱରରୁ ଆଜି ଗିରଫ କରିଛି । ଗତବର୍ଷ ଏହି ବ୍ରାଞ୍ଚରେ ୧ କୋଟି ୩୯ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ ହୋଇଥିଲା। ପ୍ରଶାନ୍ତ ଏହି ଠକେଇ ମାମଲାରେ ଅଭିଯୁକ୍ତ ଥିଲେ । ପୂର୍ବରୁ ଏହି ମାମଲାରେ ବ୍ୟାଙ୍କର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଗିରଫ ହୋଇଥିଲେ।

Related story